May 21, 2024

Odia Express

News For Public

ଫିଲ୍ମ ରାଜା ହିନ୍ଦୁସ୍ଥାନୀର ରଜନୀକାନ୍ତ ଆଜି ଦେଖାଯାଉଛି କିଛି ଏପରି, ହୋଇଯାଇଛନ୍ତି ବଡ ଷ୍ଟାର୍..

ସେମିତି ଆମେ ମନୋରଞ୍ଜନ ପାଇଁ ବଲିଉଡ୍ ର ବହୁତ ଗୁଡିଏ ଫିଲ୍ମ ଦେଖିଥିବା କିନ୍ତୁ କେବେ ଏମିତି ଫିଲ୍ମ କେବେ ଦେଖିନଥିବେ ଯାହାକୁ ଆମେ କେବେ ବି ଭୁଲି ପାରିବେ ନାହିଁ , ଓ ନା ହିଁ ତାଙ୍କ ଅଭିନିତ ଭୁମିକାକୁ, ଦେଖିବାକୁ ଗଲେ ଏମିତି ବହୁତ ସାରା ଫିଲ୍ମ ଅଛି ଯାହା ଭାରତୀୟ ସିନେମା ଆଜି ବି ଦର୍ଶକଙ୍କ ହୃଦୟରେ ରାଜ୍ କରିଥାନ୍ତି , ଓ ସେହି ଫିଲ୍ମରୁ ଗୋଟେ ଫିଲ୍ମ ହେଲା ରାଜା ହିନ୍ଦୁସ୍ଥାନୀ । ଏହି ଫିଲ୍ମର ନାଁ ଆପଣଙ୍କୁ ମନେ ଥିବ ଯେଉଁଥିରେ ଅମୀର୍ ଖାନ୍ ଓ କରିଶ୍ମା କାପୁର୍ ଶାନଦାର୍ ଅଭିନୟ କରିଥିଲେ, ଆଜି ଏହି ଫିଲ୍ମ ସହ ଯୋଡି ହୋଇଥିବା ଏକ ଭୁମିକା ବିଷୟରେ କହିବାକୁ ଯାଉଛୁ, ୧୯୯୬ ରେ ଆସିଥିବା ଫିଲ୍ମ ରାଜା ହିନ୍ଦୁସ୍ଥାନୀ ଅମିର୍ ଖାଁଙ୍କ ସଫଳ ହିନ୍ଦୀ ଫିଲ୍ମରୁ ଗୋଟିଏ ଥିଲା , ଏହି ଫିଲ୍ମରେ ଅମୀର୍ ଙ୍କ ସହ କରିଶ୍ମା କାପୁର୍ ,ଜନି ଲିଭର୍, ସୁରେଶ୍ ଓବରାୟ, ନବନୀତ୍ ନିଶାନ୍, ଅର୍ଚ୍ଚନା ପୁରଣ୍ ସିଂ ଙ୍କ ସହ ବି କାମ କରିଥିଲା, ଏହି ସବୁ ଛଡା ଆଉ ଏକ କଳାକାର ବି ଯେଉଁଥିରେ ଫିଲ୍ମରେ ସେ ଶାନଦାର୍ ଅଭିନୟ କରିଥିଲା ,ଯାହାର ନାଁ ଥିଲା ରଜନୀକାନ୍ତ ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ଛୋଟ ପିଲାଟି ଏବେ ବହୁତ ବଡ ହୋଇସାରିଛି , ଆଜି ବଲିଉଡ୍ ରେ ସେ ଆଉ କେହି ନୁହେଁ ବରଂ କୁର୍ଣ୍ଣାଲ୍ ଖେମୁ ଅଟନ୍ତି , ଆପଣଙ୍କୁ କହିଦେବୁ କି କୁର୍ଣ୍ଣାଲ୍ ଛୁଆ ବେଳରୁ ଫିଲ୍ମରେ ଅଭିନୟ କରିଆସୁଛନ୍ତି, ଓ ଏବେ ବହୁତ ବଲିଉଡ୍ ରେ ବହୁତ୍ ହିଟ୍ ଫିଲ୍ମଅ ଦେଇସାରିଛନ୍ତି , ହିନ୍ଦୀ ସିନେମାରେ ନିଜ ଭଲ ଫିଲ୍ମ୍ ମଧ୍ୟରୁ ଟ୍ରାଫିକ୍ ସିଗନାଲ୍, ଗୋଲମାଲ୍ ୩ , ଓ ଗୋ ଗୋଆ ଗନ୍ ଯେପରି ବଡ ହିଟ୍ ପ୍ରମାଣିତ ହୋଇଛି ।

କହିଦେବୁ କି କୁର୍ଣ୍ଣାଲ୍ ଙ୍କ ଜନ୍ମ କାଶ୍ମୀରୀ ପଣ୍ତିତଙ୍କ ପରିବାରରେ ହୋଇଥିଲା,  ତାଙ୍କ ମା ବାପା ରବି ଓ ଜ୍ୟୋତି ଅଟନ୍ତି , କୁର୍ଣ୍ଣାଲ୍ ଖେମୁ ସୈଫ୍ ଅଲ୍ଲୀ ଖାନ୍ ଙ୍କ ଭଉଣୀ ସୋହା ଅଲ୍ଲୀ ଖାନ୍ ଙ୍କୁ କରିଛନ୍ତି, ସୁଚନା ମୁତାବିକ ଏହି ପରି କୁର୍ଣ୍ଣାଲ୍ ଖେମୁ ନିଜ କ୍ୟାରିୟର୍ ରେ ବହୁତ ସଫଳ ହୋଇସାରିଛନ୍ତି, ଓ ଫିଲ୍ମ ଜଗତରୁ ଗୋଟେରୁ ବଳି ଗୋଟେ ହିଟ୍ ଫିଲ୍ମ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *