May 18, 2024

Odia Express

News For Public

ଆଲୋବେରା ର ଏହି ପରି କରନ୍ତୁ ବ୍ୟବହାର , ଏଥିରେ ବହୁତ ସାରା ଅଛି ଚମତ୍କାରି ଗୁଣ..

ଏକ ଏମିତି ଗଛ ଯାହାକୁ ଆମେ ଆଲୋବେରା ନାଁରେ ଜାଣିଛେ , ଓ ଏହା କେଉଁ ସାଧାରଣ ଗଛ ନୁହେଁ ବରଂ ଏଥିରେ ବହୁତ ଚମର୍କାରୀ ଗୁଣରେ ଭରି ରହିଛି, କହିଦେବୁ କି ଏଥିରେ ନାନାପ୍ରକାରର ଔଷଧୀୟ ତତ୍ତ୍ୱ ଲୁଚିରହିଛି, ଯଦି ଆପଣ ଏହାକୁ ନିୟମିତ ସେବନ କରିବେ ତେବେ ସବୁ ରୋଗ ଜଲଦି ଭଲ ହୋଇଯୀବ  କିନ୍ତୁ ଆପଣଙ୍କୁ କହିଦେବୁ କି ଆଲୋବେରାର ବ୍ୟବହାର ଅଧିକା ତ୍ୱଚା ସହ ସଂବନ୍ଧିତ ରୋଗର ସମସ୍ୟା ପାଇଁ କରାଯାଏ , ଓ ଏହା ତ୍ୱଚା ସଂବନ୍ଧିତ ଅସୁବିଧା ପାଇଁ ଉପଯୋଗୀ ହୋଇଥାଏ , ଆମେ ମାନେ ଅଧିକାଂଶ ଲୋକ ଏବେ ଜାଣିବାକୁ ଚାହିଁବା କି ଆଲୋବେରା ର ବ୍ୟବହାର ଚେହେରାର ଦାଗ୍ ଆଦି ହଟାଇବାପାଇଁ କରାଯାଏ , କିନ୍ତୁ ଆପଣଙ୍କୁ କହିଦେବୁ କି ଯଦି ଆପଣ ଏମିତି ଭାବୁଛନ୍ତି ତେବେ ଆପଣ ଭୁଲ୍ ଭାବିଛନ୍ତି , ଆଜି ଆମେ ଆପଣଙ୍କୁ ଆଲୋବେରାର ଚମତ୍କାରୀ ଗୁଣ ବିଷୟରେ କହିବାକୁ ଯାଊଛୁ, ଯାହା ବିଷୟରେ ଅଧିକାଂଶ ଲୋକଙ୍କୁ ଅଜଣା ଅଛି ।

କହିଦେବୁ କି ଆଲୋବେରା ଯାହା ଗୁଣର ଖାଦାନ୍ ଅଟେ, ଏହା ବହୁତ ହିଁ ଜରୁରୀ ଅଟେ କି ଏହାର ଅଧିକା ଫାଈଦା ବିଷୟରେ ଜାଣି ଏହାର ସଠିକ୍ ଉପଯୋଗ କରିବା, ଆଜି ଆମେ ଆପଣଙ୍କୁ କହିବୁ କି ଆଲୋବେରା ସାହାଯ୍ୟରେ ସବୁ ପ୍ରକାରର ସମସ୍ୟାର ଚିକିତ୍ସା କିପରି କରିପାରିବେ , ଯେଉଁଥିରେ ପ୍ରଥମେ କଥା ହେବା ସେହି ଲୋକଙ୍କର ଯିଏକି ଅଧିକା ସମୟ କମ୍ୟୁଟର୍ କିମ୍ବା ଲ୍ୟାପଟପ୍ ସାମ୍ନାରେ କାମ କରି ସମୟ ଅତିବାହିତ କରନ୍ତି , ଏହି ଲୋକଙ୍କର ପାଇଁ ଦରକାର୍ ଦୁଇ ଚାମଚ ଆଲୋବେରା ଜେଲ୍ କୁ ଏକ କପ୍ ପାଣିରେ ମିଶାଇ ନିଜ ଆଖିରେ ଲଗାଇଲେ କିଛି ସମୟ ପରେ ଧୋଇଦେବେ , ତେବେ ଆଖିକୁ କମ୍ୟୁଟରର ରଶ୍ମୀରୁ କ୍ଷତିକାରଣ କିରଣରୁ ରକ୍ଷା ମିଳିବ ଓ ଆଖିର ଦୃଷ୍ଟିଶକ୍ତି ବଢିବ ।

ଏହା ଛଡା ଆପଣଙ୍କୁ କହିଦେବୁ କି ଯଦି ଆପଣଙ୍କ ମୁହଁରେ କଳାବ୍ରଣ ଆଦି ସମସ୍ୟା ଅଛି ତେବେ ଉପଦେଶ ରହିବ କି ଆପଣଙ୍କ ଚେହେରାକୁ ଆଲୋବେରା ଜେଲ୍ କିଛି ସମୟ ପାଇଁ ଲଗାଇ ରଖନ୍ତୁ , ଓ ତାପରେ ନିଜ ଚେହେରାକୁ ଭଲ ଭାବରେ ଧୋଇଦିଅନ୍ତୁ , ଯଦି ଆପଣ ଏମିତି ଲଗାତାର୍ କରୁଛନ୍ତି , ତେବେ ଏଥିରେ ଆପଣଙ୍କର ଅଧିକା ଲାଭ ହେବ ଓ ଅଳ୍ପଦିନରେ ଆପଣଙ୍କ ଚେହେରା ସଫା ହୋଇଯିବ , ଓ ଫରକ ଆପଣ ନିଜେ ଜାଣିପାରିବେ ।

ଆପଣଙ୍କୁ କହିଦେବୁ କି ଯଦି ଆପଣ ବହୁତ ଦିନରୁ ବାଳରେ ରୁପି ହେବାର ସମସ୍ୟାରେ ପିଡିତ ଅଛନ୍ତି , ତେବେ ଆପଣଙ୍କୁ ଦୁଇ ଚାମଚ ଆଲୋବେରା ଜେଲ୍ ରେ କଣ୍ତିସନର୍ ସହ ମିଶାଇ ଲଗାଇବାର ଅଛି , ଏହା ଆପଣଙ୍କ ରୁପିରୁ ମୁକ୍ତି ଦେବ, ଓ ତାହା ସହ ବାଳ ଝଡିବା ବନ୍ଦ ହୋଇଯିବ , ଓ ବାଳ ବି ମଜବୁତ୍ ହୋଇଯିବ , ଜେବେ ଆପଣଙ୍କୁ କେବେ ଲାଗେ କି ଆପଣଙ୍କ ଦାନ୍ତରେ କେଉଁ ପ୍ରକାରର ସମସ୍ୟା ହେଉଛି , ତେବେ ଏମିତି ସ୍ଥିତିରେ ଆପଣଙ୍କୁ ଆଲୋବେରା ଜେଲ୍ ବ୍ୟବହାର କରିପାରିବେ , ଯାହାର ସାହାଯ୍ୟରେ ଆପଣଙ୍କ ଦାନ୍ତର ମାଢି ରୁ ଆସୁଥିବା ସମସ୍ୟା ସବୁଦିନ ପାଇଁ ଗାୟବ ହୋଈଯିବ ।

Leave a Reply

Your email address will not be published. Required fields are marked *