May 18, 2024

Odia Express

News For Public

ବହୁତ ହିଁ ରୋମାଣ୍ଟିକ୍ ହୋଇଥାନ୍ତି ଏହି ରାଶିର ସ୍ୱାମୀ, କେଉଁଠି ଆପଣଙ୍କ ସ୍ୱାମୀ ଏହି ରାଶିରେ ନାହାନ୍ତି ତ ସାମିଲ୍ ?

1 min read

ଯେ କୌଣସି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ସଂମ୍ପର୍କ ଅଧିକା ଅତୁଟ ଓ ବିଶ୍ୱାସରେ ଭରା ହୋଇଥାଏ , କାରଣ ଏହି ସଂମ୍ପର୍କରେ ବିଶ୍ୱାସ ନ ହୋଇପାରିଲେ ସଂମ୍ପର୍କ ଅଧିକା ଦିନ ପର୍ଯ୍ୟନ୍ତ ରହେ ନାହିଁ , ଖାସ୍ କରି ସ୍ୱାମୀ ଓ ସ୍ତ୍ରୀର ସଂମ୍ପର୍କ ବହୁତ ବିଶ୍ୱାସ ରହିବା ଜରୁରୀ, କେଉଁ ବି ସ୍ତ୍ରୀ ସବୁବେଳେ ନିଜ ସ୍ୱାମୀର ହୃଦୟରୁ ଭଲ ପାଈଥାଏ , ଓ ସବୁବେଳେ ଚେଷ୍ଟା କରେ କି ଏହି ସଂମ୍ପର୍କକୁ ସଚ୍ଚା ମନରେ ଇମାନଦାରୀ ସହ ନିଭାଈବାଉ, ସାଧାରଣତଃ ଅଧିକାଂଶ ଏହା ଦେଖିବାକୁ ମିଳିଥାଏ କି ସ୍ୱାମୀର ବ୍ୟବହାର କେବେ ଟିକିଏ ଅଧିକା ରୁଡ୍ ହୋଇଥାଏ , କିନ୍ତୁ ଏହାର ମତଲବ ହୋଇନଥା କି ସେ ତାର ସ୍ତ୍ରୀକୁ ଭଲ ପାଏ ନାହିଁ , ଅସଲରେ ଏହାର ମତଲବ ସେମିତି ନୁହେଁ , ଏଥିରେ ପାଇଁ ବହୁତଥର ରାଶି ବି ଦାୟୀ ରୁହନ୍ତି , ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ସେହି ରାଶିର ସ୍ୱାମୀଙ୍କ ବିଷୟରେ ଯିଏ ନିଜ ସ୍ତ୍ରୀଙ୍କ ସହ ସବୁବେଳେ ରୋମାଣ୍ଟିକ୍ ରୁହନ୍ତି , ଆସନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ ।

୧) କୁମ୍ଭ ରାଶିର ସ୍ୱାମୀ- ଏହି ରାଶିର ଲୋକେ ବହୁତ ଭଲ ସ୍ୱାମୀ ଭାବେ ଜଣାଯାଆନ୍ତି,  ସାଧାରଣତଃ ସେ ନିଜ ସ୍ତ୍ରୀଙ୍କୁ କେବେ ହଇରାଣ କରନ୍ତି ନାହିଁ , ଦେଖାଯାଇଛି କି ସେ ବହୁତ ଥର ଆର୍ଥିକ ରୁପରେ ସାହାଯ୍ୟ କରନ୍ତି , କିନ୍ତୁ ତାଙ୍କ ସହ ଏକ ସମସ୍ୟା ଏହା ଅଛି କି ଅଧିକାଂଶ ଥର ସେ ନିଜ ଦୁନିଆଁରେ ମଜି ରୁହନ୍ତି , କହିଦେବୁ କି ଯେଉଁ ମହିଳାଙ୍କ ସ୍ୱାମୀଙ୍କ ରାଶି କୁମ୍ଭ ଅଟେ , ସେମାନେ ଟିକିଏ ଧୈଯ୍ୟ ଓ ସାହାସରେ ପେଶ୍ ଆସିବା ଦରକାର ,ଯାହା ଦ୍ୱାରା ସ୍ୱାମୀ ତାଙ୍କୁ ଅଧିକାରୁ ଅଧିକା ଧ୍ୟାନ୍ ପରିବାରକୁ ଦେଇପାରୁ ।

୨) ବୃଷ ରାଶିର ସ୍ୱାମୀ- ଯେଉଁ ମହିଳାଙ୍କ ସ୍ୱାମୀଙ୍କ ରାଶି ବୃଷ ଅଟେ, ସେମାନଙ୍କ ବିଷୟରେ କୁହାଯାଏ କି ବହୁତ କେୟାରିଙ୍ଗ୍ ଓ ଭରସାଦାୟକ ସ୍ୱାମୀ ହୋଇଥାନ୍ତି , ଆପଣଙ୍କୁ କହିଦେବୁ କି ନିଜ ସ୍ତ୍ରିକୁ ଓ ଛୁଆଙ୍କୁ ସବୁ ଦରକାରିତା ସେମାନେ ପୁରା କରିଥାନ୍ତି, ଓ ଏମାନଙ୍କର ଏକ ଖାସ୍ କଥା ଏହା କି ସେମାନେ ଜୀବନରେ କେବେ ନିଜ ସ୍ତ୍ରୀକୁ ଧୋକା ଦେବା କିମ୍ବା ନିରାଶ କରିବା ପରିସ୍ଥିତି ସୃଷ୍ଟି କରନ୍ତି ନାହିଁ, ଯେବେ ପର୍ଯ୍ୟନ୍ତ ତାଙ୍କୁ କେହି ଉସକାଇନଥାନ୍ତି ସେମାନେ ଶାନ୍ତ ରୁହନ୍ତି , ଦେଖିବାକୁ ଗଲେ ଏମିତି ପୁରୁଷଙ୍କୁ କାବୁ କରିବା ସହଜ ହୋଇଥାଏ

୩) କର୍କଟ ରାଶିର ସ୍ୱାମୀ- ଯେଉଁ ମହିଳାଙ୍କ ସ୍ୱାମୀଙ୍କ ରାଶି କର୍କଟ୍ ଅଟେ,  ସେମାନେ ଟିକିଏ ବୁଦ୍ଧିମାନ,ଦୟାଳୁସ୍ୱଭାବର ହୋଇଥାନ୍ତି , ଏମିତି ଦେଖାଯାଏ କି ସେମାନେ ନିଜପରିବାରର ଦାୟିତ୍ୱ ନେବା, ତାଙ୍କ ଦରକାରିତାକୁ ପୁରା କରିବା ,ଭଲ ଭାବେ ଜଣାହୋଇଥାଏ,  କେବଳ ଏତିକି ନୁହେଁ ସବୁ ଗୁଣରେ ପରିପୁର୍ଣ୍ଣ ହେବା ସହ ସ୍ତ୍ରୀକୁ ସରପ୍ରାଇଜ୍ ହିସାବରେ ଉପହାର ଦେବାକୁ ଜାଣିଥାନ୍ତି , ଆପଣଙ୍କୁ କହିଦେବୁ କି ଅଧିକାଂଶ ଏହା କେବଳ ଦେଖାଇବା ହୋଇଥାଏ,  ଯେବେ ସେ ନିଜ ଅସଲ ବ୍ୟବହାରରେ ଆସନ୍ତି ତେବେ ସବୁ କିଛି ବଦଳିଯାଇଥାଏ ।

୪) ସିଂହ ରାଶିର ସ୍ୱାମୀ- ଯେଉଁ ମହିଳାଙ୍କ ସ୍ୱାମୀଙ୍କ ରାଶି ସିଂହ ହୋଇଥାଏ , ସେମାନେ ଜଣେ ଭଲ ସ୍ୱାମୀ ଭାବେ ଜଣାଯାଆନ୍ତି , ବହୁତଥର ଦେଖାଯାଈଛି କି ସୁନ୍ଦର ମହିଳାଙ୍କୁ ଏମାନେ ବହୁତ ଜଲଦି ଭଲ୍ ପାଇବସନ୍ତି, ଏମାନଙ୍କ ଗୋଟେ ଭଲ ଗୁଣ ହେଲା ଜଣେ ବାପାଙ୍କ ପରି ନିଜ ସ୍ତ୍ରୀକୁ ଯତ୍ନ ନିଅନ୍ତି , ଯେଉଁ ମହିଳାଙ୍କ ସ୍ୱାମୀ ସିଂହରାଶିର ହୋଇଥାନ୍ତି , ସେମାନେ ବିନା କାରଣରେ ବି ପ୍ରଶଂସା କରିବା ଉଚିତ୍ , କାରଣ ଏମିତି ଦେଖାଯାଇଛିକି ଏହି ରାଶିର ଲୋକେ ଅଧିକାଂଶ ନିଜ ପ୍ରଶଂସା ଶୁଣିବାରେ ଭଲ ଲାଗିଥାଏ ।

Leave a Reply

Your email address will not be published. Required fields are marked *