May 17, 2024

Odia Express

News For Public

ଆଜି ସବୁଠୁ ମଜାଦାର୍ ଓଡ଼ିଆ ଜୋକ୍ସ : ପରୀକ୍ଷାରେ ପ୍ରଶ୍ନ ଆସିଲା କି ଚ୍ୟାଲେଞ୍ଜ କାହାକୁ କହନ୍ତି, ପପୁ ସବୁ ପେପର୍ ଖାଲି ଛାଡିକରି ଦେଲା ଆଉ କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତଦେବେ..

1 min read

ଆଜିକାଲିର କର୍ମବ୍ୟସ୍ତ ଜୀବନ ମଧ୍ୟରେ ସବୁ ମଣିଷ ଚିନ୍ତାରେ ରହିଥାଏ,  ଚିନ୍ତାରେ ରହିଲେ ମଣିଷ ମଧ୍ୟରେ ନାନାପ୍ରକାରର ରୋଗ ଘର କରିବାକୁ ଲାଗେ , ଡାକ୍ତରଙ୍କ କଥା ମାନିଲେ ବ୍ୟକ୍ତି ତେବେ ସୁସ୍ଥ୍ୟ ରହିବ ଯେବେ ସେ ଭିତରୁ ଖୁସିଥିବ , ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହା ଆଜିକାଲି ସୋସିଆଲ୍ ମିଡିଆରେ ଧମାଲ୍ ମଚାଉଛି, ଓ ଏହାକୁ ପଢିବାପରେ ଆପଣ ନିଶ୍ଚିତ ହସି ହସି ବେଦମ୍ ହୋଇଯିବେ , ତେବେ ଆସନ୍ତୁ ଜାଣିବା ସେହି ଜୋକ୍ସ ଗୁଡୀକ ବିଷୟରେ ।

୧) ଥରେ ପରୀକ୍ଷାରେ ପ୍ରଶ୍ନ ଆସିଲା ଚ୍ୟାଲେଞ୍ଜ କାହାକୁ କହନ୍ତି ? ପପୁ ସବୁ ପେପର୍ ଖାଲି ଛାଡିକରି ଶେଷ ପେଜରେ ଲେଖିଲା, ନିଜ ବାପର ଯଦି ପୁଅ ହୋଇଥିବୁ ତେବେ ମୋତେ ପାସ୍ କରିଦେଖା ? ଶିକ୍ଷକ ଏବେ ପର୍ଯ୍ୟନ୍ତ ବୁଝିପାରିଲା ନାହିଁ କି କଣ କରାଯିବ ।

୨) ସ୍ୱାମୀ ବେଡ୍ ରେ ବସିକରି ଲ୍ୟାପଟପ୍ ରେ କାମ କରୁଥିଲା, ପାଖରେ ସ୍ତ୍ରୀ ଆରାମରେ ଶୋଇ ମୋବାଇଲ୍ ଦେଖୁଥିଲା< ଅଚାନକ ସ୍ୱାମୀର ମୋବାଇଲ୍ ରେ ହ୍ୱାଟ୍ସଆପ୍  ମେସେଜର ରିଙ୍ଗଟୋନ୍ ବାଜିଲା,  ଫୋନ୍ ଫ୍ରିଜ୍ ର ଉପରେ ଚାର୍ଜିଙ୍ଗ୍ ରେ ଲଗା ହୋଇଥିଲା,  ସ୍ୱାମୀ ସାଙ୍ଗେ ସାଙ୍ଗେ ମୋବାଇଲ୍ କୁ ଧରି ଚେକ୍ କଲା ସ୍ତ୍ରୀ ସେତେବେଳେ ମେସେଜ୍ କରିଥିଲା କି ଆସିଲା ବେଳେ ଫ୍ରିଜ୍ ରୁ ପାଣିର ବୋତଲ ନେଇକରି ଆସିବ , ସ୍ୱାମୀ ଏବେ ସ୍ତ୍ରୀ ଉପରେ ଖପ୍ପା ।

୩) ଗୋଟେ ପୁଅ ନିଜ ପଡୋଶୀ ଘର ଆଣ୍ଟିକୁ ଘରକୁ ଛାଡିବାକୁ ଗଲା ପହଞ୍ଚିବାପରେ ଆଣ୍ଟି କହିଲେ ପୁଅ ବହୁତ ରାତି ହୋଈଯାଇଛି ଏବେ ତୁ ଗୁଲୁର ସହ ରୁମ୍ ରେ ଶୋଇପଡ, ପୁଅ- ନା ନା ଆଣ୍ଟି ମୁଁ ଏଠାରେ ସୋଫାରେ ଶୋଇପଡୁଛି, ସେ ବି ଶୋଫାର୍ ଶୋଇପଡିଲା, ସକାଳୁ ଏକ ସୁନ୍ଦର ଝିଅ ଚାହା ନେଇକରି ଆସିଲା , ଓ ପୁଅଟି ସେ ଝିଅକୁ ପଚାରିଲା, ତୁମେ କିଏ ? ଝିଅ କହିଲା- ମୁଁ ଗୁଲୁ ଓ ତୁମେ କିଏ ? ପୁଅ – ମୁଁ ଶଳା ଓଲ୍ଲୁ

୪) ବଣ୍ଟି- ପଞ୍ଜାବରେ ହ୍ୱାଟ୍ସଆପ୍ ରେ ଏହା ମେସେଜ୍ ଭାଇରାଲ୍ ହୋଇଛି କି କର୍ଫୁ ଲାଗିବାର ଅଛି । ପେଟ୍ରୋଲ୍ ପମ୍ପ୍ ବନ୍ଦ ରହିବ,  ନିଜ ଗାଡିରେ ତେଲ ଫୁଲ୍ କରିଦିଅ , ସବୁ ପଞ୍ଜାବୀ ଗାଡି ନେଇକରି ଲାଇନ୍ ରେ ଲାଗିଗଲେ, ଗୋଟେ ବୁଢା ବାହାରକୁ ଆସି ଚିଲ୍ଲାଇଲା ଆରେ ଗଧ, ଯେବେ କର୍ଫୁ ହିଁ ଲାଗିବ, ତେବେ ଗାଡି କଣ ତୁମ ବେଡରୁମ୍ ରେ ଚଲାଇବ , ତାପରେ କଣ ପମ୍ପ ଛାଡିକରି ସବୁ ମଦଦୋକାନରେ ଲାଇନ୍ ଲାଗିଗଲା ,

୫) କର୍ମଚାରୀ ନିଜ ସାହେବକୁ ସାହେବ ଆପଣଙ୍କ ଅଫିସ୍ ରେ ବିବାହିତ ବ୍ୟକ୍ତିଙ୍କୁ କଣପାଇଁ ରଖୁନାହାନ୍ତି ? ସାହେବ- କାରାଣ ତାଙ୍କୁ ବେଇଜ୍ଜତି ସହିବାର ଅଭ୍ୟାସ ଅଛି, ଓ ଘରକୁ ଯିବାର ଜଲଦି ନାହିଁ ।

୬) ଇଣ୍ଟରଭ୍ୟୁଅର୍- risk taking capacity କେତେ ଅଛି ଆପଣଙ୍କର? କାଣ୍ତିଡେଟ୍ ଭଗବାନ ଙ୍କୁ ଆସନ୍ତା ଜନ୍ମ ପାଇଁ ସେମ୍ ସ୍ତ୍ରୀ ମାଗିଛି, ଏବେ ସେ ସିଲେକ୍ଟେ ହୋଇଗଲା,

୭) ସଞ୍ଜୁ ନିଜ ଗାର୍ଲଫ୍ରେଣ୍ତର ବାପାଙ୍କୁ ଦେଖା କରିବାକୁ ଗଲା, ଝିଅର ବାପା- ମୁଁ ଚାହୁଁନାହିଁ କି ମୋର ଝିଅର ପୁରା ଜୀବନ ଏକ ମୁର୍ଖ ଲୋକ ସହ କଟୂ, ସଞ୍ଜୁ-ଖାଲି ଏତିକି ଅଙ୍କଲ୍, ଏଥିପାଇଂ ତ ତାକୁ ମୁଁ ତାକୁ ଏଠାରୁ ନେଇଯିବାକୁ ଆସିଛି ,

୮) ଦେବ ଓ ପତିଦେବ ଦୁହେଁଙ୍କର ମଧ୍ୟରେ କଣ ଫରକ୍ ଅଛି ,? ଦେବଙ୍କ ଆରତୀ- ସୁଖକର୍ତ୍ତା ଦୁଃଖହର୍ତ୍ତା, ସ୍ୱାମୀ ଦେବଙ୍କ ଆରତୀ- ଐସାକର୍ତ୍ତା ବୈସାକର୍ତ୍ତା, ୟହ୍ ନେହିଁ କରତା, ବୋ ନହିଁ କରତା ।

୯) ବଣ୍ଟୁ- ୱେଟର୍ ଏମିତି ଚାହା ପିଆଓ ଯାହାକୁ ପିକରି ମନ ଝୁମି ଉଠିବ । ଓ ବଡି ନାଚିବାକୁ ଲାଗିବ , ୱେଟର୍ – ସାର୍ ଆମର ଏଠାରେ ମଇଁଷିର କ୍ଷୀର ଆସିଥାଏ , ନାଗୁଣୀର ନୁହେଁ ।

୧୦) ସ୍ୱାମୀ ଡରିକରି ଘରକୁ ଆସିଲା ଓ ସ୍ତ୍ରୀକୁ କହିଲା- ଡାର୍ଲିଙ୍ଗ୍ ଆଯି ମୁଁ ଅଫିସରୁ ଆସୁଥିଲି, ରାସ୍ତାରେ ଗୋଟେ ଗଧ ଏତିକିରେ ତାର ଛୁଆ କହିଉଠିଲା, ମମି- ରୀତା ମୋର କଣ୍ଢେଇ ଭାଙ୍ଗିଦେଇଛି । ସ୍ୱାମୀ ଆଉଥରେ କହିବା ଆରମ୍ଭ କରିଦେଲା- ହଁ ତ ମୁଁ କହୁଥିଲି, ରାସ୍ତାରେ ଗୋଟେ ଗଧ, ଏତେବେଳେ ପୁଅ କହିଲା ମା ରୀତା ମୋର କାର୍ ଭାଙ୍ଗିଦେଲା< ସ୍ତ୍ରୀ –ଚିଲ୍ଲାଇକରି କହିଲା , ଭଗବାନ ପାଇଁ ତୁମେସବୁ ଚୁପ୍ ହୋଇଯାଅ, ମୋତେ ପ୍ରଥମେ ଗଧର କଥା ଶୁଣିବାକୁ ଦିଅ ।

୧୧) ଜଣେ କଞ୍ଜୁସ୍ ତାରପୁଅକୁ ବହୁତ ପିଟୁଥିଲା< ପଡୋଶୀ- କଣପାଇଁ ପିଟୁଛ ଛୁଆକୁ, କଞ୍ଜୁସ୍- ମୁଁ କହିଲି କି ୧-୧ ସିଢି ଛାଡିକରି ଚଢ, ଚପଲ କମ୍ ସରିବ  ନାଲାୟକ- ୨-୨ ସିଢି ଛାଡିକରି ଚଢିଲା , ପାଇଜାମା ଫାଟିଗଲା,

୧୨) ପପୁ ଏକ ମହିଳାକୁ ଅନେଇଥିଲା,  ମହିଳା- କଣ ଦେଖୁଛ ? ତୋର ମା ବୟସର ମୁଁ , ପପୁ- ମୁଁ ବି ମୋର ବାପାଙ୍କ ପାଇଁ ଖୋଜୁଛି ।

୧୩) ଏକ ଇଞ୍ଜିନିୟରିଙ୍ଗ୍ ଛାତ୍ର ଛାତରେ ଠିଆ ହୋଇଥିଲା,  ତେବେ ଏକପଡୋଶୀ- ପୁଅ ଏବେ ଆଗକୁ କଣ ଭାବିଛ ? ଛାତ୍ର- ଖାଲି ଅଙ୍କଲ୍, ଟାଙ୍କି ଭରିଲେ ମଟର୍ ବନ୍ଧ କରିଦେବି ।

Leave a Reply

Your email address will not be published. Required fields are marked *