April 24, 2024

Odia Express

News For Public

ଚାଲନ୍ତୁ ଜାଣିବା କନ୍ୟାରାଶି ପାଇଁ ସବୁଠୁ ଭଲ ଏବଂ ଖରାପ ଜୀବନ ସାଥି ର ଯୋଡି ବିଷୟରେ – କନ୍ୟା ରାଶି ଲୋକ ନିଶ୍ଚୟ ପଢନ୍ତୁ..

ବିବାହ ପରେ ପରିବାରରେ ସ୍ୱାମୀ ଏବଂ ସ୍ତ୍ରୀ ଦୁଇଜଣ ଗୁରୁତ୍ୱପୂର୍ଣ।ସମସ୍ତଙ୍କ ସ୍ବପ୍ନ ଥାଏ ଯେ ସେମାନଙ୍କ ଜୀବନ ସାଥି ମଧ୍ୟ ସବୁଠାରୁ ଅଲଗା ଏବଂ ସର୍ବଗୁଣରେ ପରିପୂର୍ଣ ହୋଇଥାଏ।ଯେତେବେଳେ ରାଶି ରାଶି ମଧ୍ୟରେ ସମାନ୍ୱତ ରହିବ ତେବେ ଆପଣଙ୍କ ଏହି ଇଚ୍ଛା ପୂର୍ଣ ହେବ।ସେହିପରି କନ୍ୟା ରାଶିର ଜୀବନସାଥୀ ବିଷୟରେ ନିମ୍ନରେ ବର୍ଣନା କରାଯାଇଛି।କନ୍ୟା ଏବଂ ବିଛା ରାଶିର ଯୋଡି ସବୁଠୁ ଭଲ ଯୋଡି।ଏହି ରାଶି ଦୋୟାର ବିଚାର ସମାନ ଥିବାରୁ ଏହି ଯୋଡ଼ିଙ୍କର ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ହୁଏ।କୁହାଯାଏ କି ଯଦି ଏହି ରାଶି ଦ୍ୱୟର ଯୋଡି ବନିଯିବା ଓ ଏମାନଙ୍କୁ କେହି ବି ଅଲଗା କରିପାରିବେ ନାହିଁ।

୨.କନ୍ୟା ରାଶି ପାଇଁ କନ୍ୟା ଏବଂ ଧନୁ ରାଶିର ଯୋଡି ବହୁତ ଖରାପ ଯୋଡି ହୋଇଥାଏ।ଏହି ରାଶି ଦ୍ୱୟର ପ୍ରେମ ସମ୍ପର୍କ ସୁଖମୟ ଜୋଇଥାଏ କିନ୍ତୁ ବୈବାହିକ ଜୀବନରେ ଏମାନଙ୍କ ବିଚାର ଏକମତ ହୁଅନ୍ତି ତେଣୁ ଏମାନେ ବୈବାହିକ ସମ୍ବାଧରେ ଅଧିକ ସମୟ ରହି ପାରନ୍ତି ନାହିଁ।ଏହା ପରେ ନିମ୍ନରେ ଅନ୍ୟରାଶି ମାନଙ୍କ ସହ କନ୍ୟା ରାଶି ର ଯୋଡି ସମ୍ବାଧରେ ବର୍ଣନା କରାଯାଇଛି।

୧.ମେଷ ରାଶି ଏବଂ କନ୍ୟାରାଶିର ଯୋଡ଼ିରେ ସବୁବଳୀ ମେଷ ରାଶି ଓ କନ୍ୟାରାଶି ର ବ୍ୟକ୍ତି ଉପରେ ହୁକୁମ ଚଳାଇବା ପସନ୍ଦ କରନ୍ତି ଯେଉଁଥିପାଇଁ ଏମାନଙ୍କ ସମ୍ପର୍କ ଅଧିକ ଦିନି ତିଷ୍ଠି ପାରେନି।

୨.କନ୍ୟା ରାଶି ଏବଂ ବୃଷ ରାଶିର ଏକ ଭଲ ଯୋଡି ହୋଇଥାଏ।ଏହି ରାଶି ମଧ୍ୟରେ ସମାନତା ରହିଥିବାରୁ ଏମାନଙ୍କ ମଧ୍ୟ ମତଭେଦ ହୋଇନଥାଏ।ଏମାନଙ୍କ ସମ୍ପର୍କ ସୁଖମୟ ହୋଇଥାଏ।

୩.କନ୍ୟା ରାଶି ସହ ମିଥୁନ ରାଶିର ଯୋଡି ଏମାନେ ଦୁଇଙ୍କ ଅଧୀନରେ ଆସିଥାନ୍ତି।ଏମାନଙ୍କ ଯୋଡି ଏକ ଭଲ ଯୋଡି ହୋଇଥାଏ।ଯଦି ଏମାନେ ଚାହିଁବେ ତ ସେମାନଙ୍କ ଜୀବନକୁ ଅଧିକ ସୁଖ ମୟ କରି ପାରିବେ।

୪.କନ୍ୟା ରାଶି ଏବଂ କର୍କଟ ରାଶି ଏକ ଭଲ ଯୋଡି ହୋଇଥାନ୍ତି।ଏମାନଙ୍କ ରାଶି ଦ୍ବୟ ବିଚାରରେ ସମାତ ଥିବାରୁ ଏବଂ ଏମାନେ ଜଣେ ଅନ୍ୟ ଜଣକୁ ଅଧିକ ଗୁରୁତ୍ୱ ଦେଇ ଥିବାରୁ ଏମାନେ ସଖା ମୟ ଜୀବନ ଯାପନ କରନ୍ତି।

୫.କନ୍ୟା ରାଶି ଏବଂ ସିଂହ ରାଶିର ଯୋଡି ଭଲ ଯୋଡି ହୋଇ ନଥାଏ।ଏମାନେ ଦୁହେଁ ଦୁହି ଜଣକ ଶତ୍ରୁ ରାଶି ହୋଇଥାନ୍ତି।ତେଣୁ ଏନାନଙ୍କ ମଧ୍ୟରେ ଅଧିକ ମତ ଭେଦ ଦେଖା ଯାଏ ସେଥିପାଇଁ ଏମାନେ ଅଧିକ ଦିନ ଗୋଟିଏ ସମ୍ବାଧରେ ବାନ୍ଧି ହୋଇ ରହି ପାରନ୍ତି ନାହିଁ।

୬.କନ୍ୟା ରାଶି ଏବଂ କନ୍ୟା ରାଶି ଏକ ଭଲ ଯୋଡି ହୋଇଥାଏ।ଏମାନବକ ମଧ୍ୟରେ ଭଲ ବୁଝାମୁଣା ରହି ଥାଏ।ହେଲେ କେବେକେବେ ମନାନ୍ତର ମଧ୍ୟ ହୋଇଥାଏ।

୭.କନ୍ୟା ରାଶି ଏବଂ ତୁଳା ରାଶି ସବୁଠୁ ଭଲ ଯୋଡି ହୋଇଥାଏ।କନ୍ୟା ରାଶି ସବୁବେଳେ ତୁଳା ରାଶି ପ୍ରତି ଆକର୍ଷିତ ରହି ଥାଏ।ଏମାନଙ୍କ ସମ୍ପର୍କ ଅତ୍ୟନ୍ତ ସୁଖମୟ ହୋଇଥାଏ।

୮.କନ୍ୟା ରାଶି ଏବଂ ମକର ରାଶି ମଧ୍ୟ ସବୁଠୁ ଭଲ ଯୋଡି ଜୋଇଥାଏ।ଏମାନେ ଦୁହେଁ ଦୁଇଜଣଙ୍କ ପ୍ରତି ସଂକଟିତ ରଖନ୍ତି।ଏମାନଙ୍କ ସମ୍ପର୍କ ଅତ୍ୟନ୍ତ ସୁଖ ମୟ ହୋଇଥାଏ।

୯.କନ୍ୟା ରାଶି ଏବଂ କୁମ୍ଭ ରାଶିର ଯୋଡି ଗୋଟେ ଭଲ ଯୋଡି ହୋଇନଥାଏ।ଏମାନଙ୍କ ମଧ୍ୟରେ ଅଧିକାଂଶ ସମୟରେ ବ୍ୟବହାରିକ ମତଭେଦ ଦେଖା ଯାଏ।

୧୦.କନ୍ୟା ରାଶି ଏବଂ ମୀନ ରାଶିର ଯୋଡି ଏକ ଭଲ ଯୋଡି ହୋଇଥାଏ।ଏମାନେ ସାଙ୍ଗ ହୋଇ ବଡ଼ ବଡ଼ ସମସ୍ୟାର ସମାଧାନ କରିଦିଅନ୍ତି।ଏମାନଙ୍କ ମଧ୍ୟରେ ଭଲ ବୁଝା ମୁଣା ରହିଥାଏ।

Leave a Reply

Your email address will not be published. Required fields are marked *