May 16, 2024

Odia Express

News For Public

ଭୋଳାବାବାଙ୍କ ବାହନ ନନ୍ଦିକୁ ଚଢାନ୍ତୁ ଏହି ଖାସ ଜିନିଷ,ଏମିତି ହେବ ଫାଇଦା କି ଆସୁଥିବା ସାତ ପିଢ଼ି ମନେ ରଖିବେ..

ସାଙ୍ଗମାନେ ହିନ୍ଦୁଧର୍ମରେ ଏମିଟି ତ ବହୁତ ଦେବୀ ଦେବତା ଅଛନ୍ତି ଯାହାଙ୍କୁ ପୂଜା କରାଯାଇଥାଏ କିନ୍ତୁ ଏମାନଙ୍କ ମଧ୍ୟରୁ ସବୁଠୁ ଲୋକପ୍ରିୟ ଦେବତା ଶିବ ଅଟନ୍ତି।ତାଙ୍କୁ ସବୁ ଦେବତାମାନଙ୍କ ମଧ୍ୟରେ ସବୁଠୁ ଶକ୍ତିଶାଳୀ ମାନଯାଏ ଏବଂ ଏହି କାରଣରୁ ସମସ୍ତେ ତାଙ୍କୁ ପ୍ରସନ୍ନ କରିବାରେ ଲାଗିଥାନ୍ତି।ଭାରତରେ ସବୁଠୁ ଅଧିକ ମନ୍ଦିର ମଧ୍ୟ ଶିବଙ୍କର ହି ଅଛି।ଆପଣ ଭାରତର କୌଣସି ବି ସହର କିମ୍ଵ ଗାଁକୁ ଯାଆନ୍ତୁ ସେଠି ଆପଣଙ୍କୁ କୌଣସି ନା କୌଣସି ଶିବ ମନ୍ଦିର ନିଶ୍ଚୟ ମିଳିବ।ଯେଉଁଠି ବି ଶିବ ମନ୍ଦିର ରହିଥାଏ ସେଠି ନନ୍ଦି ଅବଶ୍ୟ ରହିଥାନ୍ତି।

ନନ୍ଦି ଶିବଙ୍କର ବାହନ ଅଟନ୍ତି ଏବଂ ହିନ୍ଦୁଶାସ୍ତ୍ର ଅନୁସାରେ ସେ ଶିବଙ୍କର ନିବାସସ୍ଥଳୀ କୈଳାସର ଦ୍ୱାରପାଳ ମଧ୍ୟ ଅଟନ୍ତି।ଯେଉଁଠି ବି ଶିବ ମନ୍ଦିର କରାଯାଏ ସେଠି ନନ୍ଦୀଙ୍କର ମୂର୍ତ୍ତି ଅବଶ୍ୟ ରହିଥାଏ।ନନ୍ଦି ଏକ ସଂସ୍କୃତ ଶବ୍ଦ ଅଟେ ଯାହାର ଅର୍ଥ ପ୍ରସନ୍ନତା ଅଥବା ଆନନ୍ଦ ହୋଇଥାଏ।ନନ୍ଦିଙ୍କୁ ଶକ୍ତି ଏବଂ ସମ୍ପନ୍ନତାର ପ୍ରତୀକ ମଧ୍ୟ ମନାଯାଏ।ନନ୍ଦୀଙ୍କର ଶକ୍ତିକୁ କେବେ କମ ଭାବିବା କଥା ନୁହେଁ କାରଣ ସେ ବହୁତ ଶକ୍ତିଶାଳୀ ହୋଇଥାନ୍ତି।ତାଙ୍କୁ ନେଇ ଏକ କାହାଣୀ ମଧ୍ୟ ବହୁତ ପ୍ରଚଳିତ ଅଟେ।କୁହାଯାଏ କି ଥରେ ରାବଣ କୈଳାସ ପର୍ବତକୁ ନିଜ ହାତରେ ଉଠେଇ ଦେଇଥିଲା।ଏମିତିରେ ଯେବେ ନନ୍ଦି ଏହି ବିଷୟରେ ଜାଣିଲେ ସେ ବହୁତ କ୍ରୋଧିତ ହୋଇଯାଇଥିଲେ।ସେ ପର୍ବତରେ ନିଜ ଗୋଡ଼କୁ ଏତେ ଜୋରେ ବାଡେଇଲେ କି ପର୍ବତ ତଳକୁ ପଡିଗଲା ଏବଂ ରାବଣର ହାତ ତାର ତଳେ ହି ଦବିଗଲା।ଏହାପରେ ଯେତେ ଯାଏ ରାବଣ ଶିବଙ୍କର ଆରଧାନ ନ କଲେ ଏବଂ ନନ୍ଦିଙ୍କୁ କ୍ଷମା ନ ମାଗିଲେ ସେତେଯାଏ ସିଏ ତାଙ୍କୁ ଛାଡିଲେ ନାହିଁ।ନନ୍ଦୀଙ୍କର ଏହି ଅପାର ଶକ୍ତି କାରଣରୁ ହି ଜେବେବି ଆମେ ଶିବ ମନ୍ଦିରକୁ ଯାଇଥାନ୍ତି ତାଙ୍କୁ ମଧ୍ୟ ପୁଜିଥାନ୍ତି।

ଏମିତି ବି ଭକ୍ତ ଅଛନ୍ତି ଯିଏ ମନ୍ଦିରକୁ ଯାଇ ଶିବଙ୍କୁ ପୁର୍ଣ ଧ୍ୟାନ ଦେଇଥାନ୍ତି କିନ୍ତୁ ନନ୍ଦିଙ୍କୁ ଅଣଦେଖା କରିଦିଅନ୍ତି।ଅଧିକରୁ ଅଧିକ ତାଙ୍କ ଆଗରେ ହାତ ଯୋଡ଼ିଥାନ୍ତି କିନ୍ତୁ ଭଲ ଭାବରେ ପୂଜାପାଠ କରନ୍ତି ନାହିଁ।ଆପଣ କଣ ଜାଣିଛନ୍ତି ଆପଣ ଶିବଙ୍କ ସହ ନନ୍ଦୀଙ୍କର ମଧ୍ୟ ପୂଜା କରିବେ ତାହାଲେ ଆପଣଙ୍କୁ ବହୁତ ଲାଭ ମିଳିବ।ଯେମିତିକି ଆମେ ଆପଣଙ୍କୁ କହିଲୁ ନନ୍ଦି ଶକ୍ତି ଏବଂ ସମ୍ପନ୍ନତାର ପ୍ରତୀକ ଅଟନ୍ତି।ଏମିତିରେ ଆଙ୍କ ପୂଜା ଆରଧାନ କରିବା ଦ୍ୱାରା ଆପଣଙ୍କ ଘରେ ସବୁବେଳେ ସୁଖ ରହିଥାଏ ଏବଂ ଏହା ସହିତ ଆପଣଙ୍କ ଶତ୍ରୁ ଆପଣଙ୍କ ରୁମ ମଧ୍ୟ ବଙ୍କା କରିପାରେ ନାହିଁ।ତାଙ୍କ ଆଶୀର୍ବାଦ ଏତେ ଲାଭକାରୀ ହୋଇଥାଏ କି ଆପଣଙ୍କ ଆସୁଥିବା ପିଢ଼ିକୁ ମଧ୍ୟ ଏହାର ଲାଭ ମିଳିଥାଏ।ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ ଯାହାଦ୍ୱାରା ନନ୍ଦି ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।

ଆପଣ ଯେବେବି ମନ୍ଦିର ଯିବେ ଶିବଙ୍କର ଆରଧାନ ପରେ ନନ୍ଦିଙ୍କୁ ୨ଟି ଦୀପ,ଧୂପ ଏବଂ ଗେଣ୍ଡୁ ଫୁଲ ନିଶ୍ଚୟ ଚଢ଼େଇବେ।ଯଦି ଆପଣ ଏହା ସାତ ସୋମବାର ଯାଏ ବ ଲଗାତାର କରନ୍ତି ତାହେଲେ ଆପଣଙ୍କୁ ଏହାର ଲାଭ ନିଶ୍ଚୟ ମିଳିବ।

Leave a Reply

Your email address will not be published. Required fields are marked *