April 30, 2024

Odia Express

News For Public

ଘନ ଦାଢୀ ଓ ନିଶ ବନାଇବାକୁ ହେଲେ ଏମିତି କରନ୍ତୁ ଉପାୟ – କିଛି ଦିନରେ ଫରକ ଦେଖିବେ ଆପଣ..

ଆଜି କାଲି ଦିନକୁ ଦିନ ଫ୍ୟାସନ୍ ବଦଳିବାରେ ଲାଗିଛି, ଓ ସମସ୍ତେ ଏହି ଫ୍ୟାସନରେ ଆଗକୁ ବଢିବାରେ ଲାଗିଛନ୍ତି , ଓ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି । ସେ ପୁଅ ହେଉ କିମ୍ବା ଝିଅ , ଏହାପାଇଁ ସେମାନେ ଦାମିକିଆ ପ୍ରଡକ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି । ଯେତେ ସେମାନେ ଫ୍ୟାସନ୍ ପାଇଁ ଚିନ୍ତିତ ହୋଇଥାନ୍ତି । ଆଜି କାଲିର ଯୁବକ ମାନେ ସେହି ଫ୍ୟାସନ୍ କୁ ନେଇ ଆଗକୁ ବଢିବାରେ ଲାଗିଛନ୍ତି , ଓ ଝିଅମାନେ ବି ପଛରେ ନାହାନ୍ତି । କିଛି ବର୍ଷ ପୂର୍ବରୁ ପୁଅମାନେ ନିଜ ଦାଢି ନ ରଖି କ୍ଲିନ୍ ସେଭ୍ ରଖିବାକୁ ପସନ୍ଦ କରୁଥିଲେ , ଓ ସବୁ ଝିଅ ସେପରି ପୁଅମାନଙ୍କୁ ପସନ୍ଦ କରୁଥିଲେ । କିନ୍ତୁ ଆଜି କାଲିର ସମୟ ଅଲଗା ହୋଇଯାଇଛି , ଓ ଏବେ କାର ଜମାନାରେ ଦାଢି ଓ ନିଶ ରଖିବାର ଏକ ଅଲଗା ଟ୍ରେଣ୍ତ ଆରମ୍ଭ ହୋଇସାରିଛି ।

 

ଯେପରି ଝିଅମାନେ ଲମ୍ବା ବାଳ ରଖିବାର ଏବେ ଟ୍ରେଣ୍ତ ରହୁଛି , ସେପରି ଏବେ ପୁଅମାନେ ବାଳକୁ ବଢାଇବାରେ ଇଚ୍ଛା ପ୍ରକାଶ କରୁଛନ୍ତି ,  ଲୁକ୍ ବଦଳାଇବା କଥା କହିଲେ ଏବେ ଏହା ରୀତି ହୋଇଯାଇଛି, ଯାହାକୁ ଦେଖିବେ ସେ ଏହାକୁ ଫଲୋ କରୁଛନ୍ତି , କିନ୍ତୁ ବହୁତ ସାରା ପୁଅମାନଙ୍କର ଦାଢୀ ଓ ନିଶ ଉଠିପାରେ ନାହିଁ , ସେମାନେ ବହୁତ ଚେଷ୍ଟା କରିବା ଫଳରେ ବି ଅସଫଳ ହୁଅନ୍ତି , ସେମାନେ ବଜାରରୁ ଦାମିକା ପ୍ରଡକ୍ଟ ବି ବ୍ୟବହାର କରନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ତାହା ଏକ ଘରୋଇ ଉପାୟ ଅଟେ , ଯାହା ଆପଣଙ୍କ ମନ ମୁତାବିକ ଲୁକ୍ କୁ ପରିବର୍ତ୍ତନ କରିଦେବ ।

 

ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ଅଧିକା କିଛି ସଂକ୍ଷେପରେ ।

ବହୁତ ଯୁବକ ମାନେ ନିଜ ଦାଢି ଓ ବାଳ ବଢାଇବାପାଇଁ ସବୁ ପ୍ରକାର କ୍ରିମ୍ ଓ ତେଲର ବ୍ୟବହାର କରିଥାନ୍ତି , କିନ୍ତୁ ତାଙ୍କର ଦାଢୀ ଓ ନିଶ ଠିକ୍ ଭାବରେ ବଢିପାରେ ନାହିଁ , କିନ୍ତୁ ଆପଣ ଆଜି ଏହି ଉପାୟ ମାଧ୍ୟମରେ ଏହା ସମ୍ଭବ କରିପାରିବେ , ବହୁତଥର ଆମେ ଯେବେ ସେଭ୍ କରିଥାଉ ତେବେ ଆମେ ସିଧା ଭାବେ ସେଭ୍ କରିଥାଉ , କିନ୍ତୁ

 

ଯଦି ଆପଣ ଏହାକୁ ବିପରିତ ଦିଗରୁ ଓଲଟା ସେଭ୍ କରିବେ ତେବେ ଆପଣଙ୍କ ଦାଢି ଓ ନିଶ ଧୀରେ ଧିରେ ବଢିବାକୁ ଲାଗିବ , ଏହା ଛଡା ଆପଣ ବଜାରରୁ କିଛି ପରିମାଣର ଡାଲଚିନି ନେଇଆସନ୍ତୁ , ଓ ତାହାକୁ ପାଉଡର୍ ବନାଇକରି ଲେମ୍ବୁର ରସ ମିଶାଇ ଦିଅନ୍ତୁ , ଓ ଦାଢୀରେ ଲଗାଇ ଦିଅନ୍ତୁ , ଦାଢି ଉଠିବା ଆରମ୍ଭ ହୋଇଯିବ , ଏହା ଛଡା ଆପଣ ଟରିମିଙ୍ଗ୍ ଉପଯୋଗ କରିପାରିବେ , ଏହା ଛଡା ବାଳକୁ ଷ୍ଟାଇଲିଷ୍ଟ ଲୁକ୍ ଦେବାପାଇଁ ଅରଣ୍ତି ତେଲ ବି ବ୍ୟବହାର କରିପାରିବେ , ଏହି ଉପାୟ ଦ୍ୱାରା ଆପଣ ଭଲ ଲୁକ୍ ପାଇପାରିବେ ,

Leave a Reply

Your email address will not be published. Required fields are marked *