April 30, 2024

Odia Express

News For Public

ରାସ୍ତା କଡରେ ଲାଗିଥିବା ସବୁଜ, ହଳଦିଆ, କଳା ପଥର ଗୁଡିକର କଣ ମତଲବ ହୋଇଥାଏ , ୯୦ ପ୍ରତିଶତ ଲୋକ ଆଜି ପର୍ଯ୍ୟନ୍ତ ଜାଣିନାହାନ୍ତି ଏହାର କାରଣ…

େବେ ଆମେ ଗୋଟେ ସହରରୁ ଆଉ ଗୋଟେ ସହରକୁ ଯାଉଥାଉ , ସେତେବେଳେ ଦେଖିଥିବେ କି ରାସ୍ତା କଡରେ କିଛି ସ୍ତମ୍ଭ ହୋଇଥାଏ , ଏହି ସ୍ତମ୍ଭ ସହରର ନାଁ ଓ ଦୂରତା ଲେଖା ହୋଇଥାଏ , କିନ୍ତୁ ଜାଣିବାକୁ ଅଛି କି ଏହି ପଥର ଅଲଗା ଅଲଗା ରଙ୍ଗର ହୋଇଥାଏ । କେବେ ଆପଣ ଜାଣିବାକୁ ଚେଷ୍ଟା କରିଛନ୍ତି କି ଏମିତି କଣ ପାଇଁ ହୋଇଥାଏ , ଆସନ୍ତୁ ଜାଣିବା ଏହା ସବୁ ଲୋକ ଜାଣିଛନ୍ତି କି ଭାରତ ଦେଶରେ ରାସ୍ତା କାମ ସୂଚନା ଅଲଗା ଅଲଗା ଅଥୋରିଟିଙ୍କ ପାଖରେ ହୋଇଥାଏ , ନେଶନ୍ୟାଲ୍ ହାଇୱେ ଅଥୋରିଟି ଅଫ୍ ଇଣ୍ତିଆ ଏହି ବିଭାଗ ମୂଲ ରୁପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ

ଏହାର ସଂଚାଳନ ମିନିଷ୍ଟ୍ରି ଅଫ୍ ଟ୍ରାନ୍ସପୋର୍ଟ ଆଣ୍ତ ହାଇୱେ କରିଥାଏ , ଯଦି ଆପଣ ସହରୁ ଆଉ କେଉଁ ସହରକୁ ଯାତ୍ରା କରୁଛନ୍ତି ଓ ବାଟରେ ଏପରି ବିଭିନ୍ନ ରଙ୍ଗର ପଥର ସ୍ତମ୍ଭ ଦେଖାଦିଏ ବୁଝିଯାଆନ୍ତୁ କି ଏହା ରାଷ୍ଟ୍ରିୟ ରାଜମାର୍ଗ ଅଟେ , ଏହି ପରି ସଡକ ବନାଇବା ଦ୍ୱାୟିତ୍ୱ କେନ୍ଦ୍ର ସରକାରଙ୍କ ହୋଇଥାଏ , ଯଦି ଏହି ରୋଡ୍ ଆପଣଙ୍କୁ ଖରାପ ସ୍ଥିତିରେ ଦେଖାଦିଏ ତେବେ ପୂର୍ଣ୍ଣ ରୁପେ ଏହାର ଦାୟିତ୍ୱ କେନ୍ଦ୍ର ସରକାରଙ୍କ ଅଟେ ,

 

ରାଜ୍ୟ ସଡକ : ଯେଉଁ ସଡକକୁ ବନାଇବାକୁ ଦାୟିତ୍ୱ ରାଜ୍ୟ ସରକାର କରନ୍ତି , ତାହାକୁ ଷ୍ଟେଟ୍ ହାଇୱେ କହନ୍ତି , ଏହାର ନିୟନ୍ତ୍ରଣ ପୂରା ରାଜ୍ୟ ସରକାରଙ୍କ ପାଖରେ ଥାଏ , ଯଦି ଆପଣଙ୍କୁ ଧଳା ଓ ସବୁଜ ରଙ୍ଗର ପଥର ସ୍ତମ୍ଭ ଦେଖାଦିଏ ତେବେ ଏହାର ଅର୍ଥ ଏହାକି ଏହା ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଛି , ସେମିତି ଏହାର ଖରାପ ରାସ୍ତା ହେଲେ ଏହାର ଦାୟିତ୍ୱ ରାଜ୍ୟ ସରକାର ବହନ କରିବେ

ଜିଲ୍ଲା ସହର ରୋଡ୍ : ରୋଡ୍ ସାଇଡ୍ ରେ ଯଦି କଳା କିମ୍ବା ଧଳା ରଙ୍ଗର ପଥର ଦେଖାଦିଏ ତେବେ ବୁଝିଯାଆନ୍ତୁ କି ଏହା ଜିଲ୍ଲା ସହର ରୋଡ୍ ଅଟେ , ଏହାର ନିର୍ମାଣ ସହର ପରିବହନ ଦ୍ୱାରା କରାଯାଏ ।

 

ଗ୍ରାମୀଣ ରୋଡ: ଯଦି ଆପଣଙ୍କୁ ଯାଉଥିବା ବେଲେ କେଉଁ ରାସ୍ତା କଡରେ କେଉଁ ପଥର ଦେଖାଦିଏ ଯେଉଁଥିରେ ଲାଲ୍ ଓ ତଳେ ଧଳା ରଙ୍ଗର ହୋଇଥିବ ତେବେ ଜାଣିନେବେ କି ଏହା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅନ୍ତର୍ଗତ ଅଟେ ବୋଲି , ଏହାର ବିକାଶ ଗ୍ରାମୀଣ ବିକାଶ ମନ୍ତ୍ରାଳୟ କରିଥାଏ ।

Leave a Reply

Your email address will not be published. Required fields are marked *