April 26, 2024

Odia Express

News For Public

ପ୍ରଳୟରୁ ବଞ୍ଚିବାପାଇଁ ବଜାଯାଏ ଘଣ୍ଟି , ଜାଣନ୍ତୁ ଘଣ୍ଟି ବଜାଇବାର ଫାଇଦା ବିଷୟରେ…

ଆମେ ଯେବେ କେଉଁ ମନ୍ଦିରକୁ ପୁଜା ପାଇଁ ଯାଇଥାଉ ତେବେ ସବୁଠାରୁ ପ୍ରଥମେ ଆମେ ମନ୍ଦିରରେ ପ୍ରବେଶ କରୁଥିବା ବେଳେ ମନ୍ଦିରର ଥିବା ଘଣ୍ଟିକୁ ବଜାଇଥାଉ , ଏମିତି କରିବାର କାରଣ ଯେଉଁ କାରଣରୁ ଆମେ ମନ୍ଦିରରେ ପ୍ରବେଶ କରିବାପାଇଁ ହିଁ କରିଥାଉ , ଆଜି ଆମେ ଏହି ଲେଖ ମାଧ୍ୟମରେ କାରଣ ବିଷୟରେ କହିବାକୁ ଯାଉଛୁ , ମନ୍ଦିରରେ ପୁଜା ପାଇଁ ଯାଇଥିବା ଘଣ୍ଟି ବଜାଇବାର କାରଣ କଣ , ଏହାପଛରେ କୌଣସି ଧାର୍ମିକ କାରଣ ନାହିଁ , ବରଂ ବୈଜ୍ଞାନିକ କାରଣ ବି ଅଛି ।କହିଦେବୁ କି ଯେବେ ଘଣ୍ଟି ବଜାଯାଏ ତେବେ ବାତାବରଣରେ କମ୍ପନ ସୃଷ୍ଟି ହୁଏ , ଏହାର କାରଣରୁ ବାୟୁମଣ୍ତଳରେ ସକରାତ୍ମକ ଉର୍ଜା ପ୍ରବାହିତ ହୋଇଥାଏ , ଘଣ୍ଟି ବଜାଇବାର କାରଣ କମ୍ପନ ସୃଷ୍ଟି ହୋଇଥାଏ , ଯାହାର କାରଣରୁ ଏହା କମ୍ପନ ବାୟୁମଣ୍ତଳରେ ଅଧିକା ସମୟ ରହିଲେ ଜୀବାଣୁ, ବିଷାଣୁ , ସୁକ୍ଷ୍ମ ଜୀବ ଆଦି ନଷ୍ଟ ହୋଇଯାଆନ୍ତି , ଓ ବାତାବରଣ ଶୁଦ୍ଧ୍ ହୋଇଯାଏ ।

 

ଘଣ୍ଟି ବଜାଇଲେ ମନ୍ଦିରରେ ସ୍ଥାପିତ ଦେବାଦେବୀଙ୍କ ମୃର୍ତ୍ତିରେ ଚେତନା ଜାଗୃତ୍ ହୋଇଥାଏ , ଯାହାପରେ ପୁଜା ଆରାଧନା କଲେ ଏହାର ଫଳଦାୟକ ହୋଇଥାଏ ।

ଘଣ୍ଟିର ଆବାଜରେ ମନ ମସ୍ତିଷ୍କ ଅଧ୍ୟାମରେ ଭାବ ଜାଗ୍ରତ ହୋଇଥାଏ , ଯାହା କାରଣରୁ ସକାଳ ସଂନ୍ଧ୍ୟା ମନ୍ଦିର ପୁଜା କିମ୍ବା ଆରତୀ ସମୟରେ ବିଶେଷ ବାଜା ସହ ଘଣ୍ଟି ବଜାଯାଏ , ଏଥିରେ ଶାନ୍ତି ଓ ଦୈବୀୟ ଉପସ୍ଥିତି ଅନୁଭୁତି ହୋଇଥାଏ ।

 

ଯେବେ ସୃଷ୍ଟିର ପ୍ରାରମ୍ଭ ହେଲା , ତେବେ ନାଦର ଆବାଜ୍ ଶୁଭାଯାଇଥିଲା , ଆବାଜ୍ ଘଣ୍ଟି ବଜାଇଲେ ନାଦର ପ୍ରତିକ ହୋଇଥାଏ , ଏହି ନାଦ ଓଁ କାର ଉଚ୍ଚାରଣ କରିଥାଏ , ମନ୍ଦିର ବାହାରେ ଲାଗିଥିବା ଘଣ୍ଟି କାଳର ପ୍ରତିକ ବୋଲି ମାନାଯାଏ , ମାନ୍ୟତାଗୁଡିକରେ ପ୍ରଳୟରୁ ବଞ୍ଚିବାପାଇଁ ଘଣ୍ଟି ବଜାଯାଏ ।

Leave a Reply

Your email address will not be published. Required fields are marked *