April 26, 2024

Odia Express

News For Public

ଏବେ ବିନା ଆଇରନ୍ କରି ଏମିତି ଭାବେ ଦୁର କରି ପାରିବେ କପଡାର କୁଚା ହେଇଥିବା ଭାଗକୁ – କେବଳ ଏହି ଉପାୟ କଲେ ଆପଣଙ୍କ ଡ୍ରେସ ଚମକି ଉଠିବ…

କାମ କାର୍ଯ୍ୟ ଲୋକଙ୍କ ପାଇଁ ସକାଳ ସମୟ ଅଧିକା ମୁଣ୍ତବିନ୍ଧାର କାରଣ ହୋଇଥାଏ । ନିଜ କପଡାକୁ ପ୍ରେସ୍ କରିବା , ଅଧିକାଂଶ ଲୋକେ ଏହି କାମକୁ ଧୋବା ଘର ଆଖପାଖ ପ୍ରେସ୍ କରୁଥିବା ଲୋକଙ୍କ ଠାରୁ କରାଇନିଅନ୍ତି , କିନ୍ତୁ ବହୁତଥର ଏମିତି ହୁଏ କି ଆପଣ ଭୁଲି ଯାଆନ୍ତି କି କପଡାକୁ ପ୍ରେସ୍ କରିବାର ଅଛି ବୋଲି , ପ୍ ଅଫିସ୍ ଯାଉଥିବା ବେଳେ ବ୍ୟସ୍ତତା ଭିତରେ ବଡ କାମ ହୋଇଥାଏ ନିଜେ କପଡାକୁ ପ୍ରେସ୍ କରିବା । ଆଜି ଆମେ ଏହି ପୋଷ୍ଟ ଜରିଆରେ ଏକ ଖାସ୍ ଉପାୟ କହିବାକୁ ଯାଊଛୁ , ଯାହା ବ୍ୟବହାର କରି କିଛି ମିନିଟ୍ ମଧ୍ୟରେ ବିନା ପ୍ରେସ୍ କରିଥିବା କପଡାର ସିଲାଇକୁ ଭଲ ରଖିପାରିବେ ଏହି ଟ୍ରିକ୍ ଆପଣଙ୍କୁ ଖାସକରି କାମରେ ଆସିବ , ଯେବେ ଆପଣ କେଉଁ ପସନ୍ଦର କପଡାକୁ ପ୍ରେସ୍ କରୁଥିବେ , କିମ୍ବା କପଡାକୁ ପିନ୍ଧୁଥିବେ , ଏହି ଟ୍ରିକ୍ କରିପାରିବେ , ତେବେ ଆସନ୍ତୁ ଜାଣିବା କେଉଁ ସେହି ଟ୍ରିକ୍ ।

 

ଆପଣଙ୍କୁ କହିଦେବୁ କି ଆପଣ ବିନା କୌଣସି ଅଯଥା ପରିଶ୍ରମରେ ନିଜ ପିନ୍ଧୁଥିବା କପଡାର ସିଲାଇକୁ ସୁରକ୍ଷିତ ରଖିପାରିବେ , ଓ ଏହା ପାଇଁ ଆପଣଙ୍କୁ ଅଧିକା ସମୟ ବି ଲାଗିବ ନାହିଁ  ,ୱାଶିନ୍ ମେସିନ୍ ର ଡ୍ରାୟର କମ୍ପପାର୍ଟମେଣ୍ଟାଲ୍ ବ୍ୟବହାର କରି ଏହାକୁ ଦୂର କରିପାରିବେ , ଏବେ ଆପଣ ଭାବୁଥିବେ କି ଏମିତି କିପରି ସମ୍ଭବ , ଏଥିପାଇଁ ଆପଣଙ୍କୁ ଡ୍ରାୟର୍ ଭିତରେ କପଡାକୁ ପକାଇବାର ଅଛି, ଓ ସେଥିରେ କିଛି ବରଫ ଖଣ୍ତ ପକାଇବାର ଅଛି, କହିଦେବୁ କି ଏହି ସହଜ ଟ୍ରିକ୍ ବ୍ୟବହାର କରି ଆପଣ ବିନା ଆଇରନ୍ କରି କପଡାର ସିଲାଇ ଗୁଡିକ ସୁରକ୍ଷିତ କରିପାରିବେ ।

 

ଏବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ କି କିପରି ୱାସିଙ୍ଗ୍ ମେସିନ୍ ରେ ବରଫ ଖଣ୍ତ ପକାଇ କପଡାକୁ ସୁରକ୍ଷିତ ରଖିବେ । କହିଦେବୁ କି ଯେବେ ଆପଣ କପଡାକୁ ଡ୍ରାଇମେସିନ୍ ଭିତରେ କପଡାକୁ ପକାଇଥାନ୍ତି ତେବେ ସେଥିରୁ ଉତ୍ତାପ ବାହାରିଥାଏ , ଯଦି ଏଥିରେ ବରଫ ଖଣ୍ତ ପକାଇଦିଅନ୍ତି , ତେବେ ସେ ଷ୍ଟିମ୍ ରେ ପରିବର୍ତ୍ତନ ହୋଇଯାଏ , ଏହାପରେ କପଡା ଡ୍ରାଇ ହେଲାପରେ ଗୋଟେ କାମ କରିବାର ଅଛି କି ଆପଣ ନିଜ କପଡାକୁ ସୁଖାଇବାକୁ ହେଲେ ହ୍ୟାଙ୍ଗରରେ ଟଙ୍ଗାଇଦିଅନ୍ତୁ । କିନ୍ତୁ ମନେ ରଖିବେ କି ଡ୍ରାଇ କରିବାପରେ କେଉଁ ରସି କିମ୍ବା ବକେଟ୍ ରେ କପଡାକୁ ରଖିବେ ନାହିଁ ।

Leave a Reply

Your email address will not be published. Required fields are marked *