May 11, 2024

Odia Express

News For Public

ବଜେଟ ୨୦୧୯ – ମହିଳାଙ୍କ ପାଇଁ ମୋଦୀ ସରକାରଙ୍କ ଏକ ବଡ ଘୋଷଣା , ସବୁ ମହିଳାଙ୍କୁ ଏକ ଲକ୍ଷ ଟଙ୍କାର ଲୋନ୍ ଦେବେ ମୋଦୀ ସରକାର – ଦେଖନ୍ତୁ ପୁରା ବଜେଟ ରେ ଆଉ କଣ ଲାଭ ମିଳିବ..

1 min read

ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାରକୁ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମ ବଜେଟ୍ ପେସ୍ କରିଥିଲେ,  ମହିଳାଙ୍କ ପାଇଁ ମୋଦୀ ସରକାର ଏକ ଅଲଗା ଘୋଷଣା କରିଛନ୍ତି , ବିତ୍ତମନ୍ତ୍ରୀ କହିଲେ କି ମହିଳାଙ୍କ ବିକାଶ ବିନା ଦେଶର ବିକାଶ ହୋଇପାରିବ ନାହିଂମ୍ , ବିତ୍ତ ମନ୍ତ୍ରୀ ଏହି ଘୋଷଣା କରିଥିଲେ କି ଜନଧନ ଖାତାଧାରକ ମହିଳାଙ୍କ ପାଇଁ ୫୦୦୦ ଟଙ୍କାର ଓଭରଡ୍ରାଫ୍ଟ ସୁବିଧା ଦିଆଯିବ , ମହିଳାଙ୍କ ପାଇଁ ଅଲଗା ଏକ ଲକ୍ଷ ଟଙ୍କାର ମୁଦ୍ରା ଲୋନ୍ ବି ବ୍ୟବସ୍ଥା କରାଯିବ ।ଆଇଟିଆର୍ ପାଇଁ ମୋଦୀ ସରକାର ଏକ ବଡ ଘୋଷଣା କରିଛନ୍ତି , ବିତ୍ତମନ୍ତ୍ରୀ ଏବେ ଆଧାର କାର୍ଡ ରୁ ବି ନିଜର ଇନକମ୍ ଟ୍ୟାକ୍ସ ଭରିପାରିବେ , ମାନେ ଏବେ ପ୍ୟାନ୍ କାର୍ଡ ହେବା ଜରୁରୀ ନୁହେଁ , ପ୍ୟାନ୍ ଓ ଆଧାର କାର୍ଡ ରୁ କାମ ହୋଇଯିବ ,

 

ବିତ୍ତମନ୍ତ୍ରି କହିଲେ କି ଆମର ସରକାର ୩୬ କୋଟି ଏଲ୍ ଇଡି ବଲବ୍ ବାଣ୍ଟିଛନ୍ତି , ଏହାର ଜରିଆରେ ଦେଶର ୧୮୪୩୧ କୋଟି ଟଙ୍କା ବାର୍ଷିକ ବଞ୍ଚିଥାଏ, ବଡ ସ୍ତରରେ ରେଲୱେ ଷ୍ଟେସନର ଆଧୁନିକ କରଣ କରାଯାଉଛି, ଆମେ ନୁଆ ଶିକ୍ଷା ନୀତି ଆଣିବୁ , ଶିକ୍ଷା ନୀତି ଅନୁସନ୍ଧାନ କେନ୍ଦ୍ର ବି ବନାହେବ , ରାଷ୍ଟ୍ରିଅୟ୍ ଅନୁସନ୍ଧାନ ପ୍ରତିଷ୍ଠାନ(National research foundation) ବନାଇବାର ଘୋଷଣା ବି ହୋଇଛି, ଭାରତୀୟ ଶିକ୍ଷା କ୍ଷେତ୍ରରେ ଏବେ ଆଗେଇ ପାରିବ , ଏହା ଦ୍ୱାରା ଷ୍ଟଡି ଇନ୍ ଇଣ୍ତିଆ ଯୋଜନା ଅଣାଯାଇପାରିବ , ଏହା ଦ୍ୱାରା କିଛି ଶିକ୍ଷା ସଂସ୍ଥାନରୁ ଅଧିକା ସ୍ୱତନ୍ତ୍ରତା ଦିଆଯିବ , ବାହାର ଛାତ୍ର ଛାତ୍ରୀ ଆସିକରି ପଢିପାରିବେ , ଏହା ଛଡା ଏହି ଯୋଜନା ଦ୍ୱାରା କାର୍ଯ୍ୟ କରାଯିବ ।

 

ସରକାର ଉଚ୍ଚ ଶିକ୍ଷା ପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ କରିବେ , ଦୁନିଆଁର୍ ଟପ୍ ୨୦୦ କଲେଜରେ ଭାରତରେ ୩ ଟି କଲେଜ୍ ଅଛି , ଏମିତିରେ ସରକାର ଏହାର ସଂଖ୍ୟା ବଢାଇବାର ଯୋଜନା କରୁଛି, ପାଞ୍ଚ ବର୍ଷ ପୂର୍ବେ ଏହି ଲିଷ୍ଟରେ ଗୋଟେ ବି ଭାରତୀୟ କଲେଜ ନାଁ ନଥିଲା । ବିତ୍ତ ମନ୍ତ୍ରୀ ଘୋଷଣା କରିଲେ କି ୨୦୧୪ ପରେ ୯,୬ କୋଟି ଶୌଚାଳୟ ନିର୍ମାଣ କରାଯାଇଛି, ୫,୬ ଲକ୍ଷ ଲୋକ ଗାଁରୁ ଖୋଲାରେ ଶୌଚମୁକ୍ତ ହୋଇଛନ୍ତି , ତାହା ସହ ସେ ଏହା ବି କହିଲେ କି ୨ କୋଟି ଲୋକ ଡିଜିଟାଲ୍ ସାକ୍ଷର ହୋଇଛନ୍ତି , ଗ୍ରାମୀଣ ସହରୀ ଅନ୍ତରକୁ ହଟାଇବାପାଇଁ ସରକାର ଡିଜିଟାଲ୍ କ୍ଷେତ୍ରରେ ଏକ ବୃଦ୍ଧି କରିବେ ।

 

ବିତ୍ତମନ୍ତ୍ରୀ ଏହା ଘୋଷଣା କଲେ କି ଯୁବାଙ୍କୁ ପ୍ରୋତ୍ସାହିତ କରିବାପାଇଁ ଏକ ନୁଆ ଉଚ୍ଚ ଶିକ୍ଷା ନୀତି ଆଣିବେ , ଆମର ଦେଶରେ ଅନୁସନ୍ଧାନ ବୃଦ୍ଧି ପାଇଁ ରାଷ୍ଟ୍ରିୟ ଅନୁସନ୍ଧାନ ଫାଉଣ୍ତଡେସନ୍ ପ୍ରସ୍ତାବ ରଖିଛନ୍ତି , ସୀତାରମଣ କହିଲେ କି ଛୋଟ ଦୋକାନୀ ମାନେ ପେନସନ୍ ଦିଆଯିବ , ତାହା ସହ ୫୯ ମିନିଟ୍ ରେ ସବୁ ଦୋକାନକୁ ଲୋନ୍ ଦେବାର ଯୋଜନା ରହିଛି , ଏହାର ଲାଭ ୩ କୋଟିରୁ ଅଧିକା ଛୋଟ ଦୋକାନୀଙ୍କୁ ମିଳିପାରିବ , ଆମର ସରକାର ସହ ସବୁ ଘରକୁ ଆଗକୁ ବଢିବାର ସୁଯୋଗ ମିଳିପାରିବ , ସେ କହିଲେ କି ମହାତ୍ମା ଗାନ୍ଧୀଙ୍କ ବିଚାର ଥିଲା କି ଭାରତର ଆତ୍ମା ଗାଁରେ ବସିଥାଏ , ଆମର ସରକାର ନିଜ ସବୁ ଯୋଜନା ଅନ୍ତୋଦୟକୁ ଅଗ୍ରାଧିକାର ଦେଉଛି,, ବିତ୍ତମନ୍ତ୍ରୀଙ୍କ ତରଫରୁ ନେଶନ୍ୟାଲ୍ ଟ୍ରାନ୍ସଫୋର୍ଟ କାର୍ଡ ସାହାଯ୍ୟରେ ଚାଲିପାରିବ , ଯେଉଁଥିରେ ବସର ଟିକେଟ୍ , ପାର୍କିଙ୍ଗ୍ ର ଖର୍ଚ୍ଚ , ରେଳ ଟିକେଟ୍ ସବୁ ଏକା ସାଙ୍ଗେ କରାଯାଇପାରିବ , ଏହା ସହ ସରକାର MRO ଫର୍ମୁଲା ଆପଣାଇବାପାଇଁ କହିଥିଲେ,  ଯେଉଁଥିରେ ମ୍ୟାନୁଫ୍ୟାକ୍ଚରିଙ୍ଗ୍ , ରିପେୟାର୍ , ଅପରେଟ୍ ଫର୍ମୁଲା ଲାଗୁ କରାଯିବ ,

 

ସେ କହିଲେ କି ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ତାଙ୍କର ଘର ଦେବେ , କେଉଁ ଲୋକକୁ ଦେଶରୁ ବାହାରକୁ କରାଯିବ ନାହିଁ , ଗତ ପାଞ୍ଚ ବର୍ଷରେ ମେଗା ପ୍ରୋଜେକ୍ଟ ଆରମ୍ଭ ହୋଇଛି, ତାହା ଏବେ ଆଗକୁ ବଢାଇବାର ଯୋଜନା ଅଛି, ସେ କହିଲେ କି ସରକାର ଲୋକଙ୍କୁ ଶସ୍ତା ବାହାନ ଉପଲ୍ଲବ୍ଧ କରାଇବ , ଇଲେକ୍ଟ୍ରିକ୍ ବାହାନ ପ୍ରୋତ୍ସାହନ ଦେବା ସରକାରର ପ୍ରାଥମିକତା ରହିବ । ନିର୍ମଳା କହିଲେ ଆମର ଲକ୍ଷ୍ୟ ରିଫର୍ମ , ପରଫର୍ମ , ଓ ଟ୍ରାନ୍ସଫର୍ମ ଉପରେ ନିର୍ଭର କରେ , ଆମର ସରକାରଙ୍କ ଆଗାମୀ ବଡ ଲକ୍ଷ୍ୟ ଜଳ ରାସ୍ତାରେ ବୃଦ୍ଧି କରିବାର ଅଛି , ତାହା ସହ୍ ବନ ନେଶନ୍ , ବନ ଗ୍ରୀଡ୍ ପାଇଁ ଆମେ ଆଗକୁ ବଢୁଛୁ , ଯାହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି , ସରକାର ରେଲୱେର ନିଜ ଭାଗିଦାରୀ କୁ ବଢାଇବାପାଇଁ ଜୋର୍ ଦେଉଛି, ରେଲୱେ ବିକାଶ ପାଇଁ PPP ମଡେଲ୍ ଲାଗୁ କରାଯିବ ।

 

ସେ କହିଲେ କି ଆମର ଅର୍ଥବ୍ୟବସ୍ଥା ପାଞ୍ଚ ବର୍ଷରେ ୨,୭ ଟ୍ରିଲିୟନ୍ ଡଲାର ଯାଏଁ ପହଞ୍ଚିଛି, ଆମର ଆଶା ଅଛିକି ମିନିମମ୍ ଗଭରମେଣ୍ଟ , ମ୍ୟାକ୍ସିମମ୍ ଗର୍ଭରାନ୍ସ ୫ ଟ୍ରିଲିୟନ୍ ଇକୋନୋମି ହାସିଲ କରିବାପାଈଁ ଆମର କିଛି ଉଦ୍ଧେଶ୍ୟ ଅଛି , ଏହି ବିତ୍ତ ବର୍ଷରେ ଆମର ୪ ଟ୍ରିଲିୟନ୍ ଡଲାର ଲକ୍ଷ୍ୟ ଅଛି, ଆମେ ଦୁନିଆଁର ୬ଷ୍ଠ ତମ ବଡ ଅର୍ଥବ୍ୟବସ୍ଥା ହୋଇଛୁ , ଆମର ଢାଞ୍ଚାଗତ ସୁଧାର କରଯାଈଛି, ଓ ଏବେ ବହୁତ ସୁଧାର କରିବାର ଅଛି ,

 

ଆମର ପାଞ୍ଚ ବର୍ଷରେ ଅର୍ଥବ୍ୟବସ୍ଥାରେ ଏକ ଟ୍ରିଲିୟନ୍ ଡଲାର୍ ଯୋଡାଯାଇଛି, ଆମେ ୧୦ ଲକ୍ଷ ନିର୍ଦ୍ଧାରିତ କରିଛୁ, ପ୍ରଥମ ଲକ୍ଷ୍ୟ ଭୌତିକ ସଂରଚନାର ବିକାଶ, ଅନ୍ୟଟି ହେଲା ଡିଜିଟାଲ୍ ଇଣ୍ତିଆର ଅର୍ଥବ୍ୟବସ୍ଥା ସବୁ କ୍ଷେତ୍ରରେ ପହଞ୍ଚାଇବା, ତୃତୀୟଟି ହେଲା ହରିତ୍ ମାତୃଭୂମି ଓ ପ୍ରଦୁଷଣ ମୁକ୍ତ ଭାରତ , ଚତୁର୍ଥଟି ଏହ୍ଲା ଏମ୍ ଏସ୍ ଏମ୍ ଇ , ଷ୍ଟାର୍ଟଅଫ୍, ଡିଫେନ୍ସ, ଅଟୋ ଓ ହେଲଥ୍ ସେକ୍ଟର ଉପରେ ଜୋର୍ , ପଞ୍ଚମ ହେଲା , ଜଳ ପ୍ରବନ୍ଧନ ଓ ସ୍ୱଚ୍ଛ ନଦୀ , ଷଷ୍ଠ୍ ହେଲା ବ୍ଲୁ ଇକୋନୋମି, ସପ୍ତମ ହେଲା , ଗମନାଗମନ ଓ ଚନ୍ଦ୍ରଯାନ ମିଶନ, ଅଷ୍ଟମ ହେଲା ଖାଦ୍ୟନ୍ନ , ନବମ ହେଲା ସୁସ୍ଥ୍ୟ ସମାଜ ଆୟୁଷ୍ମାନ ଭାରତ ସୁପୋଷିତ ମହିଳା ଓ ଛୁଆ , ଦଶମଟି ହେଲା , ନ୍ୟୁନତମ ସରକାର ଓ ଅଧିକାତମ ଶାସନ ।

 

ସୀତାରମଣ ବଜେଟ୍ ପେଶ୍ କରୁଥିବାବେଳେ ପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦେଖାକଲେ , ଏହା ପୁର୍ବରୁ ସିତାରମଣ ପରମ୍ପରା ଭାଙ୍ଗିକରି ବ୍ରିଫକେସ୍ ଜାଗାରେ ଏକ ଫୋଲଡର୍ ବଜେଟ୍ ବାହାରକୁ ବାହାର କଲେ , ଏବେ ପର୍ଯ୍ୟନ୍ତ ବିତ୍ତ ମନ୍ତ୍ରୀ ଏକ ବ୍ରିଫକେସ୍ ରେ ହିଁ ବଜେଟ୍ ନେଇକରି ପହଞ୍ଚିଥାନ୍ତି , ମୁଖ୍ୟ ଆର୍ଥିକ ଉପଦେଶକର୍ତ୍ତା କୃଷ୍ଣମୂର୍ତ୍ତି ସୁବ୍ରମନିୟମ୍ ଫୋଲଡର୍ ବଜେତ୍ ନେଇଯିବାପାଇଁ କହିଲେ କି ଏହା ଭାରତୀୟ ପରମ୍ପରା ଅଟେ , ଏହା ପଶ୍ଚିମ ମାନସିକତା ଗୋଲାମୀରୁ ବାହାର ଆସିବାର ପ୍ରତୀକ ଅଟେ , ଏହା ଆପଣ ବଜେଟ୍ ନୁହେଁ ବରଂ ସେହି ଖାତା କହିପାରିବେ ।

Leave a Reply

Your email address will not be published. Required fields are marked *