May 19, 2024

Odia Express

News For Public

ଆଜିର ସବୁଠୁ ମଜାଦାର୍ ଜୋକ୍ସ : ଜଣେ ଝିଅର ବାହାଘରରେ ତାର ପୁରୁଣା ବୟଫ୍ରେଣ୍ତ୍ ବର ବେଶ ହୋଇ ପହଞ୍ଚିଲା, ଗୋଟେ ଛୁଆ ତାକୁ ଦେଖିକରି କହିଲା ଯାହା ଶୁଣିଲେ ଆପଣ ହସି ହସି ବେଦମ ହେଇଯିବେ..

1 min read

ଏକ ସୁସ୍ଥ୍ୟ ଜୀବନ ବଞ୍ଚିବାପାଇଁ ଦରକାର ହୋଇଥାଏ କି ନିଜେ ଖୁସି ରହିବା ଓ ସେ ତେବେ ଖୁସି ରହିପାରିବ ଯେବେ ତାର ମନ ପ୍ରସନ୍ନ ରହିବ , ଏବେ ପ୍ରଶ୍ନ ଆସୁଛି କି ସେ ନିଜକୁ କିପରି ଖୁସିରେ ରହିବ , ସେମିତି ନିଜକୁ ଖୁସିରେ ରଖିବାପାଇଁ ହଜାର ତରିକା ଅଛି, କିନ୍ତୁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ ସହଜ ତରିକା ନେଇକରି ଆସିଛୁ, ହଁ ଆଜ୍ଞା, ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହା ଆଜିକାଲି ସୋସିଆଲ୍ ମିଡିଆର୍ ବହୁତ ଟ୍ରେଣ୍ତିଙ୍ଗ୍ ରେ ଅଛି,  ଆମେ ବିଶ୍ୱାସ କରୁଛୁ କି ଆପଣ ଏହି ଜୋକ୍ସଗୁଡିକ ପଢିଲେ ଆପଣ ହସି ହସି ବେଦମ୍ ହୋଇଯିବେ ।

ଏକ ପୁଅ ପଡୋଶୀର ଏକ ଝିଅକୁ ଦେଖାକରିବାପାଇଁ ଏକେଲା ତାର ଘରକୁ ଗଲା,  ପ୍ରେମ କଥାବାର୍ତ୍ତା ଚାଲୁଥିଲା ତେବେ ଚାକରାଣୀ ପହଞ୍ଚିଲା, ସେ ପୁଅ ଜଲଦି ବାହାରକୁ ବାହାରିଲା  ତାପରେ କିଛି ଭାବିଲା ଓ ଚାକରାଣୀକୁ ୨୦ ଟଙ୍କାର ନୋଟ୍ ଦେଇକରି କହିଲା,  ପ୍ଲିଜ୍ କାହାକୁ କହିବନି, ଚାକରାଣୀ- ସେମିତି ଏହି କାମକୁ ମୁଁ ୧୫୦ ଟଙ୍କା ନିଏ, କିନ୍ତୁ ତୁମେ ନୁଆ ବୋଲି ୨୦ ଟଙ୍କା ରଖିନେଉଛି ।

କାଲି ରାତିରେ ଗୋଟେ ଝିଅ ପୋଷ୍ଟ କରିଲା ମୋତେ ନିଦ ଆସୁଛି, ଓ କିଛି ସମୟ ପରେ ଶୋଇଗଲା,  କମ୍ ସେ କମ୍ ୧୫୦ ପୁଅ ରାତିର ୩ ଟା ଯାଏଁ ତାହାକୁ ନିଦ ଆସିବାର ତରିକା କହୁଥିଲେ,  କିଛି ତ ଲୋରି ଗାଇଲେ ।

ପପୁ ନିଜ ବାପାଙ୍କୁ କହିଥାଏ , ବାପା ମୁଁ ତୁମଠୁ ଅଧିକା ଯୋଗ୍ୟ ଅଟେ, ବାପା- ମୁଁ ଯୋଗ୍ୟ ଅଟେ, କାରଣ ମୁଁ ତୋର ବାପା ଅଟେ,  ପପୁ- ତେବେ ଆପଣଙ୍କୁ ତ୍ ଜଣାଥିବ କି ଆମେରିକାର ଖୋଜ୍ କିଏ କରିଥିଲେ ? ବାପା- ହଁ ଜଣାଅଛି କଲମ୍ବସ୍ , ପପୁ- ତାର ବାପା ଖୋଜିନଥିଲେ କି ? ସେ ସେମିତି ତାଠାରୁ ଅଧିକା ଯୋଗ୍ୟ ହୋଇଥିବେ ।

ଶିକ୍ଷକ- ଏକ ଝୁଡିରେ ୧୦ ଟି ଆମ୍ବ ଅଛି , ସେଥିରୁ ୨ ଟି ଆମ୍ବ ପଚିଗଲା, ତେବେ କୁହ କେତୋଟି ଆମ୍ବ ରହିଲା । ସଞ୍ଜୁ- ସାର୍ ୧୦ ଟି ଆମ୍ବ, ଶିକ୍ଷକ- କେମିତି ? ସଞ୍ଜୁ- ପଚିଯାଇଥିବା ଆମ୍ବ ତ ଆମ୍ବ ହୋଇ ରହିବ ନା, କଦଳି ତ ହେଇଯିବନି, ଆଜି ସଞ୍ଜୁ ଏକ ଓକିଲ୍ ଅଛି ।

ଗୋଟେ ପୁଅ ହୋଟେଲ୍ କୁ ଗଲା,  ୱେଟର୍- ସାର୍ ଆଜି ଆପଣ ପ୍ରଥମଥର ଆମ ହୋଟେଲ୍ କୁ ଆସିଛନ୍ତି , କୁହନ୍ତୁ କଣ ଖାଇବେ ? ପୁଅ- ଟେବୁଲ୍ ଚେୟାର୍ ହଟାଇଦିଅ, ଗୁଲାଟିଆ ଖାଇବି ।

ମୋଦି ତ ଠିକ୍ କିନ୍ତୁ ଯେଉଁ ଦିନ ନିଜ ଯୋଗି ପିଏମ୍ ହେଲେ , ବୁଝିନିଅ, ପାକିସ୍ଥାନ ର ନାଁ ମହାରଣା ପ୍ରତାପ ନଗର ରଖିଦିଆଯିବ ।

ଗୋଟେ ପୋଲିସ୍ ବାଲା ଏକ ବ୍ୟକ୍ତିର ସ୍ତ୍ରୀକୁ କମେଣ୍ଟ୍ କରୁଥିଲା ସ୍ତ୍ରୀ- ମୋତେ ଲାଇନ୍ ମାରିବାକୁ ଚେଷ୍ଟା କରନି ନହେଲେ ,ପୋଲିସ୍ ବାଲା- କିନ୍ତୁ ତୁମ ଉପରେ ମୋର ପ୍ରେମ ହୋଇଯାଇଛି, ବ୍ୟକ୍ତି- ତୋତେ ଲାଜ ଲାଗୁନି, ପୋଲିସ୍ ବାଲା- ଆରେ କଣ ଲାଜ ମ ଶର୍ମାଜି , ବ୍ୟକ୍ତି- ଏବେ ହାତରେ ବାଡି ନେଇକରି ଲାଇନ୍ ମାରୁଛୁ, ସିଧା ବାଡିନେଇକରି ମାର୍ , ସ୍ତ୍ରୀ-ବେହୋସ୍

ପପୁର ମୁଣ୍ତ ଫାଟିଗଲା, ନର୍ସ- ତୁମର ନାଁ କଣ ? ପପୁ- ପପୁ, ନର୍ସ –ବୟସ? ପପୁ- ୨୬ ବର୍ଷ , ନର୍ସ –ବିବାହିତ ଅଛ କି ?

ପପୁ –ସେମିତି କିଛି କଥାନାହିଁ , ଖସିକରି ପଡିବାକୁ ଯାଉଛି ,

କିଛି ଛୁଆ ରାସ୍ତାରେ ବାଣ ଫୁଟାଉଥିଲେ,  ଏବେ ଏକ ବାଣରେ ନିଆଁ ଲାଗିଗଲା, ତେବେ ସାମ୍ନା ବାଲାର ମାଉସି, ଆସିକି ଦେଖେ, ସମସ୍ତେ ଚିଲ୍ଲାଇବାକୁ ଲାଗିଲେ,  ଆଣ୍ଟି ପଟାକା ହେ, ଆଣ୍ଟୀ ପଟାକା ଏହ୍, ଆଣ୍ଟୀ ହସିକରି କହିଲେ,  ନାରେ ପାଗଲ, ଏବେ ତ ଆଗ ଭଳି କଥା କାଇଁ ?

ଯେବେ ମୋତେ ଲାଗିଥାଏ କି ମୋତେ ପ୍ରେମ ହେଉଛି , ୨-୩ ଏପିସୋଡ୍, ସାବଧାନ ଇଣ୍ତିଆ ଦେଖିନିଏ, ଆପେ ଆପେ ମୁଣ୍ତ କାମ କରିବା ଆରମ୍ଭ କରିଦିଏ ।

ଥରେ ଜଣେ ବାଦଶାହ୍ ସବୁ କୈଦିଙ୍କୁ ବାହାର କରିଦେଲେ, କୈଦୀଙ୍କମଧ୍ୟରୁ ବାଦଶାହ ଜଣେ ବୟସ୍କ କୈଦି ଦେଖିଲେ, ବାଦଶାହ୍- ତୁମେ କେବେ ଠାରୁ କଏଦରେ ଅଛ୍ ? ବୟସ୍କ କଏଦି- ତୁମର ବାପାଙ୍କ ସମୟରୁ, ଏହା ଶୁଣିକରି ବାଦଶାହଙ୍କ ଆଖିରୁ ଲୁହଚାଳିଆସେ , ଓ କହେ ଏଇ ମଉସାଙ୍କୁ ଆଉଥରେ କଏଦ୍ କରିନିଅ, ସେ ମୋର ବାପାଙ୍କ ସ୍ମୃତି ଅଟନ୍ତି ।

ଗୋଟେ ଝିଅର ବାହାଘରରେ ତାହାର ପୁରୁଣା ବୟଫ୍ରେଣ୍ତ ବର ବେଶ ହୋଇକରି ପହଞ୍ଚେ, ଗୋଟେ ଛୁଆ ତାକୁ ଦେଖିକରି ପଚାରେ , କଣ ତୁମେ ବର କି ? ପୁଅ- ନା ମୁଁ ତ ସେମିଫାଇନାଲ୍ ରୁ ବାହାରିଯାଇଛି ।

Leave a Reply

Your email address will not be published. Required fields are marked *