May 21, 2024

Odia Express

News For Public

IAS ପରୀକ୍ଷାରେ ଏହି ଚତୁର ପ୍ରଶ୍ନ : NEWS ର Full Form କଣ ଅଟେ ?? ଉତ୍ତର କେବଳ ବୁଦ୍ଧିମାନ ଲୋକ ହିଁ ଦେଇ ପାରିବେ

1 min read

ବନ୍ଧୁଗଣ, ଶିକ୍ଷା ବହୁତ ଜରୁରୀ ହୋଇଥାଏ, କିନ୍ତୁ ଶିକ୍ଷାର ସହ ମଣିଷ ବୁଦ୍ଧିମାନ ଓ ତର୍କରେ ସେତେ ଉନ୍ନତ ହେବା ଦରକାର, ଦେଶରେ ବହୁତ ଛୁଆ ଆଇଏଏସ୍ ଆଇପିଏସ୍ ଅଫିସର ହେବାକୁ ଚାହ୍ଁନ୍ତି , ସରକାରୀ ଚାକିରି ଓ ଦେଶ ସେବା ପାଇଁ ଲୋକେ ସିଭିଲ୍ ସର୍ଭିସ୍ ପରୀକ୍ଷା ବାଛିଥାନ୍ତି , କିନ୍ତୁ ଦେଶର ସବୁଠାରୁ ପ୍ରତିଷ୍ଠିତ ପରୀକ୍ଷା ୟୁପିଏସ୍ ସି ପାସ୍ କରିବା ଟିକିଏ ଅଲଗା ହୋଇଥାଏ । ଯଦି ଆପଣ ଆଇଏଏସ୍ ଅଫିସର୍ ହେବାକୁ ଚାହୁଁଛନ୍ତି ତେବେ ପରୀକ୍ଷା ଦେବାକୁ ହେବ , ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ପ୍ରଶ୍ନ ନେଇକରି ଆସିଛୁ ଯାହା ଆପଣଙ୍କ ଜେନେରାଲ୍ ନଲେଜ୍ ଓ ତର୍କଶକ୍ତିକୁ ମଜବୁତ୍ କରିଦେବ ।

୧) କଣ ସିଲିଙ୍ଗ୍ ଫ୍ୟାନ ପଙ୍ଖାକୁ ୫ ନମ୍ବର ପରିବର୍ତ୍ତେ ୧ ନମ୍ବରରେ ଚଲାଇଲେ ବିଜୁଳି ବିଲ୍ କମ୍ ଆସିଥାଏ ?

ଉତ୍ତର ; ଯଦି ପଙ୍ଖାରେ ରେଗୁଲେଟର୍ ପୁରୁଣା ଅଟେ , ୧ ନମ୍ବରରେଚଲାଇଲେ ୫ ନମ୍ବର ପରି ବିଲ୍ ଆସିବ , ଏଥିରେ କିଛି ଫରକ ପଡିବନି, ପୁରୁଣା ରେଗୁଲେଟର ଏକପ୍ରକାରର ପ୍ରତିରୋଧ ହୋଇଥାଏ ।

୨) ସେ କେଉଁ କାମ ଅଟେ ଯାହା ଆମର ସମାଜରେ କେଉଁ କୁଆଁରି ଝିଅ କରିପାରେ ନାହିଁ , ଉତ୍ତର-ମଥାରେ ସିନ୍ଦୁର ଭରିବା

୩) ନ୍ୟୁଜ୍ ର ଫୁଲଫର୍ମ କଣ ? ଉତ୍ତର : ନ୍ୟୁଜର ମତଲବ North, East, west south ଅଟେ , ନ୍ୟୁଜର ମତଲବ ଇଂରେଜୀ ଶବ୍ଦ ସମାଚାର, ୧୪ ତମ ଶତାଦ୍ଧୀରେ ବିଶେଷଣ ନୁଆ କିମ୍ବା ବିଶେଷ୍ କଥା ପାଇଁ ବହୁବଚନ ବିଶେଷ ଉପଯୋଗ ରୁପରେ ବିକଶିତ ହେଲା ।

୪) ରବିବାରକୁ ଛୁଟି କଣ ପାଇଁ ହୋଇଥାଏ ? ଉତ୍ତର : ଅସଲରେ ୧୮୪୩ ମସିହାବେଳକୁ ଇଂରେଜ ଗଭର୍ଣ୍ଣର୍ ଜେନେରାଲ୍ ସବୁଠାରୁ ପ୍ରଥମେ ଆଦେଶ କୁ ପାରିତ କଲେ , ବ୍ରିଟେନ୍ ରେ ସବୁଠାରୁ ପ୍ରଥମେ ସ୍କୁଲ୍ ଛୁଆଙ୍କୁ ରବିବାରରେ ଛୁଟି ଦେବାର ପ୍ରସ୍ତାବ ଦିଆଯାଇଥିଲା,  ଏହା ପଛରେ କାରଣ ଦିଆଯାଇଥିଲା କି ଛୁଆଙ୍କ ଘରେ ରହିକରି କିଛି କ୍ରିଏଟିଭ୍ କାମ କରନ୍ତୁ , ଇଂରେଜଙ୍କ ଶାସନକାଳର୍ ଭାରତରେ ବଡ ମୁଲିଆ ବର୍ଗ ସାତ ଦିନ କାମ କରୁଥିଲେ , ଏଥିପାଇଁ ରବିବାରକୁ ଛୁଟି ଦିଆଯାଏ ।

୫) ରାବଣର ଶଶୁରଙ୍କ ନାଁ କଣ ଥିଲା ? ଉତ୍ତର ; ମୟାସୁର

୬ ) କମ୍ପ୍ୟୁଟର୍ କିବୋର୍ଡରେ Qwerty ଫର୍ମରେ କଣ ହୋଇଥାଏ,  ABCD ଫର୍ମରେ କଣ ପାଇଁ ହୋଇନଥାଏ ?

ଉତ୍ତର : କିବୋର୍ଡର ଟାଇପରାଇଟର୍ Qwerty ଫର୍ମାଟର୍ କାରଣରୁ ଏହି ଫର୍ମାଟରେ ଅଛି,  ମତଲବ ଆମର କମ୍ପ୍ୟୁଟରରେ ଆସୁଥିବା ପ୍ରଥମ କିବୋର୍ଡ ଫର୍ମାଟର ଚଳନ ଥିଲା,  ଏହା ଷ୍ଟାଇଲ୍ କୁ ବନାଯାଇଛି, Christopher Latham sholes , କିନ୍ତୁ ଏହାପୁର୍ବରୁ ନଥିଲା,  ପୁର୍ବରୁ ଟାଇପ୍ ରାଇଟର୍ କିବୋର୍ଡ ଥିଲା,  ABCD ଫର୍ମାଟରେ ହେଉଥିଲା,  କିନ୍ତୁ ଏହା ଟାଇପ୍ କରିବାରେ ସ୍ପିଡ୍ ମିଳିପାରୁନଥିଲା,  ଯେମିତି ଆଜି ହେଉଛି , କିନ୍ତୁ ବହୁତ୍ ଲୋକ ଟାଇପିଙ୍ଗ୍ ସ୍ପିଡ୍ ବଢାଇବାପାଇଁ କିଛି ନା କିଛି ପରୀକ୍ଷଣ କରିଥାନ୍ତି , କିନ୍ତୁ ଯେଉଁ ସଫଳ ମଡେଲ୍ ଆସିଲା,  ତାହା Qwerty ମଡେଲ୍  ଏହାକୁ ଲେଖିଲେ ସହଜ ହେଉଥିଲା,  ଓ ସ୍ପିଡ୍ ବି ହେଉଥିଲା ।

୭) ପେଟର ଭିତରେ ଛୁଆ ଉଅ କିମ୍ବା ଝିଅ କିପରି ହୋଇପାରେ ? ଉତ୍ତର ବିଜ୍ଞାନ ଅନୁସାରେ ପୁଅ କିମ୍ବା ଝିଅରଜନ୍ମ X ,Yକ୍ରୋମୋସୋସ୍ ଉପରେ ନିର୍ଭର କରିଥାଏ , ମହିଳାଙ୍କ X କ୍ରୋମୋସୋସ୍ ହୋଇଥାଏ ,ଯେବେ କି ପୁରୁଷଙ୍କ X ,Y ଦୁହେଁ ହୋଇଥାଏ, ଯେବେ X X ମିଶିଥାଏ , ତେବେ ଝିଅ ଜନ୍ମ ନେଇଥାଏ,  ଓ ଯେବେ ମହିଳାର X କ୍ରୋମୋସୋସ୍ ସହ ପୁରୁଷର ,Y ସହ ମିଶିଥାଏ ତେବେ ପୁଅ ହୋଇଥାଏ ।

୮) ଅଦାଲତରେ ଗୀତା ଉପରେ ହାତ୍ ରଖି ପ୍ରତିଜ୍ଞା କରିବାକୁ କଣ ପାଇଁ କୁହାଯାଏ ? ଉତ୍ତର୍ ; ହିନ୍ଦୁ ଧର୍ମରେ ଗୀତା ସର୍ବଶ୍ରେଷ୍ଠ ଓ ପବିତ୍ର ଗ୍ରନ୍ଥ ବୋଲି ଜଣାଯାଏ , ଏହା କେବଳ ଫିଲ୍ମରେ ଦେଖାଯାଇଥାଏ,  ଏମିତିରେ ରିୟଲରେ କେଉଁ ଅଦାଲତରେ ହୋଇନଥାଏ ।

୯) ଗରମ ଦିନରେ ମାଠିଆରେ ରଖାଯାଇଥିବା ପାଣି କିପରି ଥଣ୍ତା ରହିଥାଏ ?

ଉତ୍ତର ; ମାଟିର୍ ଘଡେଇରେ ଛୋଟ ଛୋଟ ଅଣୁପରି ଛିଦ୍ର ହୋଇଥାଏ , ଯେଉଁଥିରେ ପାଣି ରହିଥାଏ,  ଯେଉଁ କାରଣରୁ ଘଡେଇ ସବୁବେଳେ ଓଦା ରହିଥାଏ,  ଓ ପାଣି ପବନର କାରଣରୁ ଥଣ୍ତା ହୋଇଥାଏ ।

୧୦) ଦୁନିଆଁରେ ଭାରତ ଛଡା ଅନ୍ୟ କେଉଁ ଦେଶରେ ହିନ୍ଦୀ କୁହାଯାଏ ?

ଉତ୍ତର:  ଫିଜି ଦେଶରେ ହିନ୍ଦୀ ଆଧିକାରିକ ଭାଷା ଅଟେ, ସେମିତି ପାକିସ୍ଥାନ ରେ ବି ତୃତୀୟ ସବୁଠାରୁ ଅଧିକା କୁହାଯାଉଥିବା ଭାଷା ହିନ୍ଦୀ ହିଁ ହୋଇଥାଏ,  ଏହା ଛଡା ମୋରିସସ୍, ସୁରିନାମ୍, ନେପାଲ, ତ୍ରିନିଦାଦ୍, ଟୋବେଗୋ, ଆମେରିକା ଓ ଦକ୍ଷିଣ ଆଫ୍ରିକାରେ ହିନ୍ଦୀ ଭାଷାଭାଷି ଲୋକ ଅଛନ୍ତି ।

Leave a Reply

Your email address will not be published. Required fields are marked *