May 17, 2024

Odia Express

News For Public

ଏମିତି ମହିଳା ହୋଇଥାନ୍ତି ଲକ୍ଷ୍ମୀଙ୍କର ସ୍ୱରୁପ , ପାଦ ପଡିଲେ ବଦଳିଯାଇଥାଏ ସ୍ୱାମୀ ଓ ପରିବାରର ଭାଗ୍ୟ

ମହିଳାଙ୍କୁ ହିନ୍ଦୁ ଧର୍ମରେ ଲକ୍ଷ୍ମୀଙ୍କର ଉପାଧି ମିଳିଛି , କୁହାଯାଏ କି ଯେଉଁ ଘରେ ମହିଳାଙ୍କ ସମ୍ମାନ ମିଳିନଥାଏ ସେହି ଘରେ ଲକ୍ଷ୍ମୀଙ୍କର ବାସ ହୋଇନଥାଏ , ଭଗବାନ ସ୍ତ୍ରୀଙ୍କୁ ସେମିତି ସୁନ୍ଦର କରିଛନ୍ତି କିନ୍ତୁ ଶାସ୍ତ୍ରରେ ସ୍ତ୍ରୀଙ୍କ ଶାରରୀକ ରଚନା ସହ ଯୋଡି ହୋଇଥିବା କିଛି ରହସ୍ୟ ବିଷୟରେ କୁହାଯାଇଛି ଯାହା ଆପଣଙ୍କୁ ଜଣାନଥିବ , ସ୍ତ୍ରୀଙ୍କର ସେହି ଅଙ୍ଗଗୁଡିକ ବିଷୟରେ କୁହାଯାଇଛି ଯାହାର ବଡ ହେବା ସ୍ତ୍ରୀଙ୍କୁ ଭାଗ୍ୟଶାଳୀ ଓ ଧନବାନ ହୋଇଥାଏ । ଶାସ୍ତ୍ରରଅନୁସାରେ ଯେଉଁ ମହିଳାଙ୍କ ପାଦ କୋମଳ, ଚକ୍ର ଓ ଶଙ୍ଖ ଚିହ୍ନ ହୋଇଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି , ଏମିତି ସ୍ତ୍ରୀ ସ୍ୱୟଂ କିମ୍ବା ତାଙ୍କର ସ୍ୱାମୀଙ୍କ ଉଚ୍ଛଅଧିକାରୀ ବଡ ବେପାରି, କିମ୍ବା ବଡ ରାଜନେତା ହୋଇଥାନ୍ତି । ଶାସ୍ତ୍ରର ଅନୁସାରେଯେଉଁ ମହିଳାଙ୍କ ଗାଲରେ ଡିମ୍ପଲ୍ ହୋଇଥାଏ , ସେମାନେ ଚେହେରାକୁ ଆକର୍ଷିତ କରନ୍ତି ନାହିଁ ବରଂ ଶୁଭ ବୋଲି ମାନାଯାଏ , ଏମିତି ମହିଳା ଅଧିକାଚାଲାକ୍ ଓ ବିବେକମାନ ହୋଇଥାନ୍ତି ।

ଶାସ୍ତ୍ରର୍ ଅନୁସାରେ ଯେଉଁ ମହିଳାଙ୍କ ଡାହାଣ ଗାଲରେ କଳାଜାଇ ହୋଇଥାଏ , ସେହି ସ୍ତ୍ରୀ ଧନବାନ, ବୈଭବଶାଳୀ, ଏବଂ ଚରିତ୍ରବାନ ହୋଇଥାନ୍ତି , ଏମିତି ମହିଳାଙ୍କୁ ନିଜ ଆବଶ୍ୟକତା ନିୟନ୍ତ୍ରଣ ରଖିଥାଏ , ଏମାନଙ୍କୁ ଭୌତିକ ଜଗତରେ ସବୁ ବସ୍ତୁଗୁଡିକ ସୁଖ ବି ପ୍ରାପ୍ତି ହୋଇଥାଏ । ଶାସ୍ତ୍ରନୁସାରେ ଯେଉଁ ମହିଳାଙ୍କ ଆଖି ହରିଣ ପରି ସମାନ ଓ ଧଳା ଭାଗ ଅନ୍ତରେ ଲାଲିମା ହୋଇଥାଏ,  ସେମାନେ ଭାଗ୍ୟଶାଳୀ ଓ ସୁଖ ଭୋଗିବା ବାଲି ହୋଇଥାନ୍ତି

ଏମିତି ମହିଲାଙ୍କୁ ଯେଉଁ ଘରକୁ ଯାଇଥାନ୍ତି ସେ ଖୁସିରେ ରୁହନ୍ତି । ଶାସ୍ତ୍ରନୁସାରେ ଯେଉଁ ମହିଳାଙ୍କ ଜିଭ ଲାଲ ଓ କୋମଳ ହୋଇଥାଏ ସେମାନେ ନିଜେ ତ ସୁଖ ଭୋଗନ୍ତି ଓ ତାହା ସହ ତାଙ୍କ ପରିବାର ଲୋକ ବି ସୁଖ ଭୋଗିବା ବାଲା ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ନାକର୍ ଅଗ୍ରଭାଗ ଆଗରେ କଳାଜାଇ ହୋଇଥାଏ ,ସେମାନେ ସଂପର୍ଣ୍ଣ ଜୀବନରେ ଏକ ଚିହ୍ନ ବୋଲି ଭାବିଥାନ୍ତି ।

Leave a Reply

Your email address will not be published. Required fields are marked *