May 17, 2024

Odia Express

News For Public

ଯେଉଁ ଲୋକଙ୍କ ମଧ୍ୟରେ ହୋଇଥାଏ ଏହି ୫ ଟି ଅଭ୍ୟାସ, ତାଙ୍କ ଉପରେ ରହିଥାଏ ସବୁବେଳେ ମା ଲକ୍ଷ୍ମୀଙ୍କର କୃପା

1 min read

ଆଜିର ସମୟରେ ସମସ୍ତେ ଚାହିଁଥାନ୍ତି କି ତାଙ୍କର ଘରେ ସବୁବେଳେ ପଇସାର ଭଣ୍ତାର ରହୁ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଆପଣଙ୍କ ପାଖରେ କେତେ ପଇସା ଆସିବ କିମ୍ବା ସବୁ ଲକ୍ଷ୍ମୀ ମାଙ୍କ ହାତରେ ହୋଇଥାଏ , ଲକ୍ଷ୍ମୀ ମା ଯେଉଁ ଭକ୍ତଙ୍କୁ ପ୍ରସନ୍ନ ହୋଇଥାନ୍ତି ତାଙ୍କ ପାଇଁ ଧନର ଆଗମନର୍ ହଜାର ରାସ୍ତା ଖୋଲିଦିଅନ୍ତି , ସେମିତି ଯେଉଁ ଭକ୍ତ ଙ୍କୁ ସେ ପସନ୍ଦ କରନ୍ତି ନାହିଁ ସେହି ଘରେ ମା ଲକ୍ଷ୍ମୀ କେବେ ପ୍ରବେଶ କରନ୍ତି ନାହିଁ , ଏବେ ଆପଣ ଭାବୁଥିବେ କି ଏମିତି କଣ କରାଯିବ ଯାହା ଦ୍ୱାରା ମାଲକ୍ଷ୍ମୀ ସର୍ବଦା ଖୁସିରେ ରହିବେ , ଓ ଆପଣଙ୍କ ଘରେ ପଇସା ରହିବ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏମିତି ଅଭ୍ୟାସଗୁଡିକ ବିଷୟର୍ କହିବୁ ଯାହା ମା ଲକ୍ଷ୍ମୀଙ୍କର କୃପା ପାଇଲେ ଆପଣଙ୍କ ପାଖରେ ସର୍ବଦା ବାସ କରିବେ , ଯେଉଁ ଭକ୍ତଙ୍କର ମଧ୍ୟରେ ଏହି ସବୁ ଅଭ୍ୟାସଗୁଡିକ ଥାଏ, ସେହି ଲୋକଙ୍କ ଉପରେ ମା ଲକ୍ଷ୍ମୀ ବିଶେଷ କୃପା ଦୃଷ୍ଟିଦିଅନ୍ତି ।

୧) ସଫାସଫି ପସନ୍ଦ କରୁଥିବା ବ୍ୟକ୍ତି- ଯେଉଁ ଲୋକଙ୍କର ଘରେ ସଫାସଫି ରଖିବା ଅଧିକା ପସନ୍ଦ ହୋଇଥାଏ ,ସେହି ଭକ୍ତଙ୍କ ଘରେ ଲକ୍ଷ୍ମୀ ମା ଯିବା ଆସିବା କରନ୍ତି , ଏହାର ବିପରିତ ଯେଉଁ ଘରେ ଧୁଳି ଅଳିଆ ଜମା ହୋଇଥାଏ,  କିମ୍ବା ବୁଢିଆଣୀ ଜାଲ କିମ୍ବା ଅଳନ୍ଧୁ ଲାଗିଥାଏ,  ସେହି ଘରକୁ ମା କେବେ ହେଲେ ବି ପ୍ରବେଶ କରନ୍ତି ନାହିଁ ।

୨) ଆଳସ୍ୟରୁ ଦୂରରେ ରହୁଥିବା ବ୍ୟକ୍ତି- ଯେଉଁ ଲୋକ ବହୁତ ପରିଶ୍ରମୀ ହୋଇଥାନ୍ତି , ଓ ଆଳସ୍ୟରୁ ସର୍ବଦା ଦୁରେଇ ରୁହନ୍ତି ସେମାନଙ୍କୁ ମା ଲକ୍ଷ୍ମୀ ସର୍ବଦା ପସନ୍ଦ କରନ୍ତି , ଆଳସ୍ୟ ଛାଡିବାର ଦ୍ୱିତିୟ ଫାଇଦା ଏହା କି ଆପଣଙ୍କ ସବୁ କାମ ସମୟ ଥିବା ସମୟରେ ପୁରା ହୋଇଯାଏ , ଓ ଜୀବନରେ ଜଲଦି ଉନ୍ନତି କରିବାକୁ ଲାଗନ୍ତି ।

୩) ସକାଳ ଓ ସଂନ୍ଧ୍ୟାରେ ଦୀପଦାନ କରିବା – ଯେଉଁ ଘରେ ସକାଳ ଓ ସଂନ୍ଧ୍ୟାରେ ଦୁହେଁ ସମୟରେ ଦୀପଦାନ କରାଯାଏ , ଓ ତାହା ସହ ଭଗବାନଙ୍କ ପାଖରେ ଅଗରବତୀ ଲଗାଇଥାନ୍ତି , ସେହି ଘରେ ପରିବେଶ ସକରାତ୍ମକ ହୋଇଥାଏ , ଲକ୍ଷ୍ମୀ ମା ଏହି ପରି ସକରାତ୍ମକ ମାହୋଲରେ ରହିବା ପସନ୍ଦ କରନ୍ତି ।

୪)ବଡ ବୟସ୍କ ଲୋକଙ୍କୁ ସମ୍ମାନ ଦେବା- ଯେଉଁ ଘରେ ବଡ ବୟସ୍କ ଲୋକଙ୍କୁ ସମ୍ମାନ ହୋଇଥାଏ , ସେଠାକାର ମାହୋଲ୍ ପଜେଟିଭ୍ ଏନର୍ଜୀରେ ଭରପୁର୍ ହୋଇଥାଏ,  ଏହି କାରଣରୁ ମା ଲକ୍ଷ୍ମୀ ଭଲ ମାହୋଲରେ ଆସିବାପସନ୍ଦ କରନ୍ତି ।

୫) ମହିଳାଙ୍କୁ ଇଜ୍ଜତ କରିବା- ଏହା ସମସ୍ତେ ଜାଣିଛନ୍ତି କି ଘରର ବୋହୁ ମା ଲକ୍ଷ୍ମୀଙ୍କ ସମାନ ହୋଇଥାନ୍ତି , ଏମିତିରେ ଯେଉଂ ଘରର ବୋହୁଙ୍କ ମାନସମ୍ମାନ ହୋଇଥାଏ,  ତାଙ୍କୁ ଇଜ୍ଜତ ଦିଆଯାଏ ,ସେଠାରେ ମା ଲକ୍ଷ୍ମୀ ସର୍ବଦା ବାସକରିବା ପସନ୍ଦ କରନ୍ତି ।

ଯଦି ଆପଣଙ୍କର ଏହି ପାଞ୍ଚଟି ଅଭ୍ୟାସକୁ ଆପଣାଇନିଅନ୍ତି ତେବେ ଆପଣଙ୍କ ଜୀବନରେ ପଇସାକୁ ନେଇକରି ଚିନ୍ତା କରିବା ଆବଶ୍ୟକତା ପଡିବନି, ମା ଲକ୍ଷ୍ମୀଙ୍କର ଆଶିର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ ।

Leave a Reply

Your email address will not be published. Required fields are marked *