May 19, 2024

Odia Express

News For Public

କଣ ପାଇଁ ହୋଇଯାଆନ୍ତି କିଛି ଲୋକ ଧନୀ ଓ କିଛି ଲୋକ ସବୁବେଳେ ଗରିବ , ନିଜେ ଲକ୍ଷ୍ମୀ କହିଛନ୍ତି ଏହି ରହସ୍ୟ…

ଆଜି କାଲିର ଜମାନାରେ ମଣିଷର ମୁଳଭୁତ ଆବଶ୍ୟକତା ପଇସା ହୋଇସାରିଛି , ପଇସା ବିନା ଲୋକଙ୍କୁ ଏହି ଦୁନିଆଁରେ ଚଳିବା ପ୍ରାୟ ଅସଂମ୍ଭବ । ଲୋକଙ୍କୁ ନିଜ ଘର ପରିବାର ଓ ଛୁଆଙ୍କ ପାଳନ ପୋଷଣ କରିବାକୁ ଧନର ଆବଶ୍ୟକତା ପଡିଥାଏ , କିନ୍ତୁ ସବୁଠାରୁ ଅଜବ କଥା ଏହା କି ଦୁନିଆଁରେ କିଛି ଲୋକ ଧନୀ ଅଛନ୍ତି ଓ କିଛି ଲୋକ ଗରିବ , ଯେଉଁ ଲୋକ ଗରିବ ଅଛନ୍ତି ସେ ଦିନକୁ ଦିନ ଗରିବ ହେବାକୁ ଲାଗୁଛନ୍ତି , ଓ ଯେଉଁ ଲୋକ ଧନୀ ଅଛନ୍ତି ସେ ଦିନକୁ ଦିନ ଧନୀ ହେବାକୁ ଯାଉଛନ୍ତି  ଲକ୍ଷାଧିକ ପରିଶ୍ରମ ଓ ଚେଷ୍ଟା ପରେ ବି ଗରିବ ଲୋକ ଆଗକୁ ବଢିପାରନ୍ତି ନାହିଁ , ଓ ଅନ୍ୟ ପଟେ ଧନୀ ଲୋକ ଧନ ଉପାର୍ଜନ କରିପାରୁଛନ୍ତି , ଆଜି ଆମେ ଆପଣଙ୍କୁ ଧନୀ ଓ ଗରିବ ହେବାର ରହସ୍ୟ ବିଷୟରେ କହିବାକୁ ଯାଊଛୁ ଯାହାକୁ ଲକ୍ଷ୍ମୀ ମା ନିଜେ ଖୁଲାସା କରିଥିଲେ , ତେବେ ଆସନ୍ତୁ ଜାଣିବା ।

ଆପଣଙ୍କୁ କହିଦେବୁ କି ବୈଭବ ଦେବୀ ମାଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସ୍ତ୍ରୀ ଅଟନ୍ତି , ଲକ୍ଷ୍ମୀ ମାଙ୍କ ପୁଜା ଆରଧନା ତ ସବୁ ମନୁଷ୍ୟ କରିଥାଏ , ଯାହାକୁ ଧନର ଆବଶ୍ୟକତା ହୋଇଥାଏ । କିନ୍ତୁ ଜରୁରୀ ନୁହେଂ କି ସବୁ ମଣିଷଙ୍କୁ ଧନର ପ୍ରାପ୍ତି ହେବ , କିମ୍ବା ମଣିଷ ଧନବାନ ହୋଇଯିବ , ଏହି ପ୍ରଶ୍ନର ଉତ୍ତର ମାଗିବାରେ ଥରେ ସ୍ୱୟଂ ଇନ୍ଦ୍ର ଦେବ ମାଲକ୍ଷ୍ମୀଙ୍କ ପାଖରେ ପହଞ୍ଚିଲେ , ଓ ପଚାରିଲେ ମା ଆପଣଙ୍କ ପୁଜା ଅର୍ଚ୍ଚନା ତ ସବୁ ବ୍ୟକ୍ତି କରୁଛନ୍ତି , କିନ୍ତୁ କେଉଁ ମଣିଷ ଧନୀ ହେଉଛି ତ ଆଉ କେହି ଗରିବ , ଏହାର ଉତ୍ତରରେ ମା ଲକ୍ଷ୍ମି କହିଲେ କି ଯିଏ ମୋର ପୁଜା ଅର୍ଚ୍ଚନା କରିଥାଏ , ଓ ନିଜ କର୍ମକୁ ହୋଇଥାଏ , ତା ଠାରୁ ଅଧିକା ଜରୁରୀ ଏହା କି ପୁଜା ଅର୍ଚ୍ଚନା ମୋର କରିବା ଓ ମାନ ସମ୍ମାନ କରିବା ଉଚିତ୍

କହିବାର ତାର୍ପଯ୍ୟ ଏହା କି ଯଦି ନିଜ ମା ଆରାଧନା ପୁରା ଶ୍ରଦ୍ଧା କରନ୍ତି ନାହିଁ ତେବେ କିଛି ଲାଭ ହେବ ନାହିଁ , ଏହା ଛଡା ମା ଲକ୍ଷ୍ମୀ ଗୋଟେ କଥା ଇନ୍ଦ୍ର ଦେବଙ୍କୁ କହିଥିଲେ , ଯିଏ ସବୁଠାରୁ ଅଧିକା ମହତ୍ତ୍ୱପୁର୍ଣ୍ଣ ଅଟେ।  ଏହା ସବୁଠାରୁ ଅଧିକା ଆବଶ୍ୟକ କଥା ଅଟେ, ଲକ୍ଷ୍ମୀ ମା ନିଜେ ସ୍ୱୟଂ ଇନ୍ଦ୍ରଙ୍କୁ କହିଲେ କି କେଉଁ ବ୍ୟକ୍ତି ଚାହିଁଲେ କେତେ ବି ମୋର ପୁଜା ଅର୍ଚ୍ଚନା କରିଦିଅନ୍ତୁ କିନ୍ତୁ ସେହି ଘରେ କେବେ ରହିପାରିବିନି ଯେଉଁଠି ଶାନ୍ତି ନଥିବ , ଏଥିପାଇଁ ନିଜ ବଡ ବୟସ୍କ ଲୋକଙ୍କ କଥା ଶୁଣିବା ଓ ପାଳନ କରିବା ଦ୍ୱାରା ସେଠାରେ ଲକ୍ଷ୍ମୀ ମାଙ୍କ ବାସ ହୋଇଥାଏ , ଯେଉଁଠି ସୁଖ ଶାନ୍ତି ଓ ପରିବାରର୍ ଏକାଠି ରହନ୍ତି ।

ଯେଉଁ ଘରେ କଳହ ଓ ଝଗଡା ଲାଗିରହେ ସେଠାରେ ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ,  ଏଥିପାଇଁ ଆପଣ ବି ଯଦି ଧନୀ ଓ ଧନବାନ ହେବାକୁ ଚାହୁଁଛନ୍ତି ତେବେ ଘରେ ଶାନ୍ତି ବଜାୟ ରଖନ୍ତୁ , ଓ କେବେ କେଉଁ ପ୍ରକାରର କଳହ କରନ୍ତୁ ନାହିଁ , ଏହା ଦ୍ୱାରା ମା ଲକ୍ଷ୍ମୀ ନାରାଜ୍ ହୋଇ ଘରୁ ପ୍ରସ୍ଥାନ କରିବସନ୍ତି ।

Leave a Reply

Your email address will not be published. Required fields are marked *