May 16, 2024

Odia Express

News For Public

ଘଡିରୁ ଭାଗ୍ୟ ଚମକେଇବାର ୯ଟି ଜବରଦସ୍ତ ପ୍ରୟୋଗ – ଏହି ଦିଗରେ ରଖନ୍ତୁ ଆପଣଙ୍କ ଘର ର ଘଡି..

ସାଙ୍ଗମାନେ କୁହାଯାଏ କି ଘଡି କିମ୍ବା ସମୟ ସମସ୍ତଙ୍କର ଭଲ କିମ୍ବା ଖରାପ ଆସିଥାଏ।ଆପଣ ଶୁଣିକରି ଆଶ୍ଚର୍ଯ୍ୟ ହେବେ କି ଆପଣଙ୍କ ଘରର ଘଡି ଆପଣ ଜୀବନ ସମୟକୁ କିପରି ବଦଳାଇ ପାରିବ।ସବୁ ଘରେ ଘଣ୍ଟା ନିଶ୍ଚୟ ରହିଥାଏ।ତାହା ହାତ ଘଣ୍ଟା ହୋଇପାରେ ନହେଲେ କାନ୍ଥ ଘଣ୍ଟା ମଧ୍ୟ ହୋଇପାରେ।କଣ ଆପଣ ଜାଣିଛନ୍ତି ଏହି ଘଣ୍ଟା ଆପଣଙ୍କ ଭବିଷ୍ୟର ସମୟକୁ ମଧ୍ୟ ପ୍ରଭାବିତ କରିଥାଏ।ବାସ୍ତୁଶାସ୍ତ୍ର ଘରର ଘଣ୍ଟାକୁ ବହୁତ ଗୁରୁତ୍ୱ ଦେଇଥାଏ।ବହୁତ ଇଉରୋପ ଦେଶମାନଙ୍କରେ ମଧ୍ୟ ଘଣ୍ଟାର କଣ୍ଟା ମାଧ୍ୟମରେ ଭବିଷ୍ୟତର ଗଣନା କରାଯାଇଆସୁଅଛି।ଘଣ୍ଟାର ସମ୍ବନ୍ଧ କରିୟର,ମନୋସ୍ଥିତି, ରିସ୍ତା ଏବଂ ଆର୍ଥିକ ସ୍ଥିତି ସହ ଯୋଡିକରି ଦେଖା ଯାଇଥାଏ।ବାସ୍ତୁ ଏବଂ ଅନ୍ୟଶାସ୍ତ୍ର ଅନୁସାରେ ଘଣ୍ଟା ମନୁଷ୍ୟର କାଳଚକ୍ରର ପ୍ରତୀକ ଅଟେ।ସମୟ ଗଣନାର କାର୍ଯ୍ୟ ଘଣ୍ଟା କରିଥାଏ ଏବଂ ଏଥିପାଇଁ ଘଣ୍ଟା ଆପଣଙ୍କ ଜୀବନର କାଳ ଗଣନାକୁ ପ୍ରଭାବିତ କରିଥାଏ।ଏଥିପାଇଁ ବାସ୍ତୁଶାସ୍ତ୍ର ଘରେ ଘଣ୍ଟା ଲଗାଇବାକୁ କହିଥାନ୍ତି।

ଘଣ୍ଟାକୁ ଭାବିଚିନ୍ତି ଲଗେଇବା ଉଚିତ।ଯାହାକୁ ଆପଣ ଏକ ବୈଦ୍ୟୁତିକ ଜିନିଷ ମାନୁଛନ୍ତି ତାହାର ଆପଣଙ୍କ ଜୀବନ ସହିତ ଗହୀର ସମ୍ବନ୍ଧ ରହିଥାଏ।ଆସନ୍ତୁ ଜାଣିବା ଘଣ୍ଟାର ଦିଗ ଏବଂ ସ୍ଥିତି ସମନ୍ଧିତ କିଛି ଖାସ ସୂଚନା।ଘରେ ଏହି ଜାଗାରେ ଘଣ୍ଟା ଲଗେଇବା ଅଶୁଭ ହୋଇଥାଏ।ଦକ୍ଷିଣ ଦିଗରେ କେବେବି ଘଣ୍ଟା ଲଗାନ୍ତୁ ନାହିଁ।ଦକ୍ଷିଣ ଦିଗକୁ ଯମଙ୍କ ପ୍ରଭାବ କୁହାଯାଏ।ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ କେବେବି ଘଣ୍ଟା ଲଗାଇବା ଉଚିତ ନୁହଁ।ଏହି ଦିଗରେ ଘଡି ଲଗାଇବା ଘରର ସଦସ୍ୟଙ୍କ ଆୟୁ ଏବଂ ସୌଭାଗ୍ୟ ପାଇଁ ଅଶୁଭ ମନାଯାଏ।

ମୁଖ୍ୟଦ୍ୱାରରେ କେବେବି ଘଣ୍ଟା ଲଗାନ୍ତୁ ନାହିଁ।ଯଦି ଆପଣଙ୍କ ଘରର ମୁଖ୍ୟଦ୍ୱାରରେ ଘଣ୍ଟା ଲାଗିଥାଏ ତାହେଲେ ତାହାକୁ ତୁରନ୍ତ ହଟେଇ ଦିଅନ୍ତୁ।ଏହାଦ୍ୱାରା ଘରର ଖୁସିରେ ବାଧା ଆସିଥାଏ।ଘରର କବାଟରେ ମଧ୍ୟ ଘଣ୍ଟା ଲଗାଇବା ଉଚିତ ନୁହଁ।ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ୱାର ଏବଂ କବାଟ ଉପରେ ଘଣ୍ଟା ଲଗାଇବା ଦ୍ୱାରା ପରିବାର ଉପରେ ସମସ୍ୟା ପଡ଼ିଥାଏ।ଏବେ ସାଙ୍ଗମାନେ ଆସନ୍ତୁ ଜାଣିବା ଘଣ୍ଟା ଲଗାଇବାର ଦିଗ ବିଷୟରେ।

ଘଣ୍ଟା ମୁଖ୍ୟ ରୂପରେ କାଳ ଗଣନା କରିଥାଏ।ଗଣନାର ମାଲିକ ବୁଧ ହୋଇଥାଏ।ଚନ୍ଦ୍ରମା ବୁଧର ଶତ୍ରୁ ହୋଇଥାଏ ଏଥିପାଇଁ ଉତ୍ତର ଦିଗ ଏବଂ ଦକ୍ଷିଣ ଦିଗରେ ଘଣ୍ଟା ଲଗାନ୍ତୁ ନାହିଁ।ଏହାକୁ ଛାଡି ସମସ୍ତ ଦିଗ ଶୁଭ ହୋଇଥାଏ।ଏହାଛଡା ଲୋକ ଉପହାର ରୂପରେ ଘଣ୍ଟା ସବୁଠୁ ଅଧିକ ଦେଇଥାନ୍ତି ଯାହାକି ଶୁଭ ହୋଇନଥାଏ।କେବେବି କାହାକୁ ଘଣ୍ଟା ଉପହାର ଦେବା ଉଚିତ ନୁହେଁ କାରଣ ଏହା ଫଳରେ ଆପଣଙ୍କ କାଳଗଣନା ସେହି ବ୍ୟକ୍ତିର ଭାଗ୍ୟ ସହ ଯୋଡି ଯାଇଥାଏ ଏବଂ ସେହି ବ୍ୟକ୍ତି ଉପରେ ହେଉଥିବା ସବୁ ଭଲ କିମ୍ବା ଖରାପ ପ୍ରଭାବ ଆପଣଙ୍କ ଉପରେ ମଧ୍ୟ ପଡ଼ିଥାଏ।

ସାଙ୍ଗମାନେ ଘଣ୍ଟାକୁ କେବେବି ବନ୍ଦ ରଖିବା ଉଚିତ ନୁହେଁ।ଯଦି ଘଣ୍ଟା ଖରାପ ହୋଇ ରହିବାରେ ଲାଗିଛି ତାହେଲେ ତାକୁ ତୁରନ୍ତ ହଟେଇ ଦିଅନ୍ତୁ ନହେଲେ ଆପଣଙ୍କ ସମୟଦଶା ମଧ୍ୟ ଖରାପ ଚାଲିବ।ବାସ୍ତୁଶାସ୍ତ୍ର ଅନୁସାରେ ବନ୍ଦ ଘଣ୍ଟାକୁ ଘରେ ରଖିବା ଦ୍ୱାରା ସକାରତ୍ମକ ଉର୍ଜାର ପ୍ରଭାବ କମିଯାଇଥାଏ।ଆପଣ ଯଦି ଘଣ୍ଟାରୁ ଲାଭ ପାଇବାକୁ ଚାହୁଁଛନ୍ତି ତାହେଲେ ଘରେ ଯେତେ ଅଧିକ ମଧୁର ଧ୍ୱନିଯୁକ୍ତ ଘଣ୍ଟା ରଖନ୍ତୁ।ଏହାର ଶବ୍ଦ ଦ୍ୱାରା ଘରେ ସକରାତ୍ମକ ଉର୍ଜା ରହିଥାଏ କିନ୍ତୁ ଧ୍ୟାନ ରଖିବେ ଲଗାତାର ଶବ୍ଦ କରୁଥିବା ଘଣ୍ଟା ଭଲ ହୋଇନଥାଏ ଏଥିପାଇଁ ସମୟ ସମୟରେ ଶବ୍ଦ କରୁଥିବା ଘଣ୍ଟା ହି ରଖନ୍ତୁ।

Leave a Reply

Your email address will not be published. Required fields are marked *